No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ :-> ବିଜେପି ର ପ୍ରତାରଣା କୁ ନେଇ ଗର୍ଜିଲେ ନେତା ଓ କର୍ମୀ ରାୟଗଡ ରେ ବିଜେଡି ର ଜନ୍ ସମ୍ପର୍କ ପଦଯାତ୍ରା ବିଜେଡି ସଭପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏବିଂ ବିଜେଡି ଜିଲ୍ଲା ସଭା ପତି ଙ୍କ ନେତୃତରେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ରେ ବିଜେଡି ର ଜନ୍ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ । ରାୟଗଡ଼ ବ୍ଲକ ସମ୍ମୁଖ ଠାରୁ ବୁରୁଜାଙ୍ଗ ର ଶତାଧିକ ସଂଖ୍ୟକ ବିଜୁ ପ୍ରେମି ଏଥିରେ ସାମିଲ୍ ହଇଥିଲେ।
କର୍ମୀ ଓ ନେତା ବ୍ଲକ୍ ସମ୍ମୁଖରୁ ବାହାରି ବୁରୁଜାଙ୍ଗ ପର୍ୟ୍ୟନ୍ତ ଜନ୍ ସମ୍ପର୍କ ପଦଯାତ୍ରା କରିଥିଲେ। ପଦଯାତ୍ରା ସମୟରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ସରକାର ଆସିଲେ ସମସ୍ତ ବର୍ଗର ଭାତା ଧୀ କରୀଙ୍କୁ ତିନି ହଜାର ଟଙ୍କା ରୁ ଅଧିକ ପ୍ରଦାନ ତିନିଶହ ୟୁନିଟ ବିଜୁଳି ଛାଡ ପ୍ରତ୍ୟେକ ମହିଳାଙ୍କୁ। ସୁଭଦ୍ରା ଯଜନା ରେ ପାଞ୍ଚ ହଜାର ପ୍ରଦାନ ଚିଟଫଣ୍ଡ ଟଙ୍କା ପ୍ରଦାନ ଭଳି ଓଡ଼ିଆ ଅସ୍ମିତା।ମଦ ମୁକ୍ତି ଓଡିଶା ମୋହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଅଳଙ୍କାର ର ଗଣତି କରିବା ଭଳି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଜେପି ରାଜ୍ୟରେ ସରକାର କୁ ଆସି ବା ପରେ ତାହା ପାଳନ ନ କରି ।ଓଡ଼ିଶାରେ ବୃଦ୍ଧ ବୃଦ୍ଧା ଙ୍କ ପ୍ରତି ବିଶ୍ଵାସ ଘାତକ କରିଛି ।
ଏବଂ ସେହିପରି ସୁଭଦ୍ରା ଯଜନା ରେ ପାତର ଅନ୍ତର କରି । ମହିଳା ଙ୍କୁ ପ୍ରତାରଣା କରୁଥିବା। ଅଭିଯୋଗ କରି ବିଜେପି ସରକାର ଙ୍କ ବିରୋଧରେ । ବିଭିନ୍ନ ନେତା ଓ କର୍ମୀ ସ୍ଳୋଗାନ ଦେଇ । ପଦଯାତ୍ରା କରିଥିଲେ। ଉକ୍ତ ଜନସଂପର୍କ ପଦଯାତ୍ରାରେ। ଗୁଣୁପୁର ର ପୂର୍ବ ତନ ବିଧାୟକ ରଘୁନାଥ ଗମାଙ୍ଗ । ଜିଲ୍ଲା ସଭା ପତି ଜଗବନ୍ଧୁ ଦାସ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ ପୂର୍ବ ତନ ବିଜେଡି ଜିଲ୍ଲା ସଭା ପତି ବସନ୍ତ ଦାସ ଜିଲ୍ଲା ଯୁବ ସଭା ପତି ଏସ ଲିଙ୍ଗ ରାଜୁ ମୋହନ ନିର୍ବାଚନ ମଣ୍ଡଳୀର ବିଧୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ। ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ପୂର୍ଣବାସୀ ନାୟକ,
ରା ଉଦୟଗିରି ବ୍ଲକ୍ ର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ,ରାୟଗଡ଼ ବ୍ଲକ୍ ର 13 ନମ୍ୱର୍ ଜୁନର ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି, 14 ନମ୍ୱର୍ ଜୁନ ର ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ ପୂର୍ବ ତନ ସମିତି ମଫିଏଲ୍ ସ୍ୱାଲସିଂ।ଜିହବା ଚିଞ୍ଚାଣି ଅଭିଶୁର ମିଶାଲ , କାଇନ୍ ସ୍ୱାଲସିଂ ସମତେ ବିଭିନ୍ନ ସରପଞ୍ଚ , ସମିତି ଓ ଶତାଧିକ ବିଜେଡି କର୍ମୀ ସାମିଲ ହେଇଥିଲେ ପୂର୍ବ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ। ଏବଂ ବର୍ତ୍ତମାନ ବିଜେପି ସରକାର ନିଜର ନିର୍ବାଚନ ଇସ୍ତାହାରରେ ଦେଇଥିବା । ପ୍ରତିଶ୍ରୁତି ପାଳନ ନ କରି ପ୍ରତାରଣା କରୁଥିବା ବିଷୟରେ ନେତା ଅଭିଭାଷଣ ପ୍ରଦାନ କରିଥିଲେ ।
No Result
View All Result