୩୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ମଙ୍ଗୁଲି ମଧୁବାବା ଙ୍କ ମଠ, କମଳପୁର ଓ ନୂଆପାରୀ ରେ ମା ‘ ଶ୍ୟାମାକାଳୀ ଙ୍କର ପୂଜା ଅର୍ଚନା ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସ୍ଥାନୀୟ ଜନସାଧାରଣ ସେଠାରେ ଉପସ୍ଥିତ ରହି ମା ‘ ଙ୍କ ପୂଜା ଅର୍ଚନା କରିଥିଲେ l ଦିବସ ସାରା ପୀଠରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l

© 2023 Odisha Taza News.