No Result
View All Result
୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବାଙ୍କୀର ୨୦୧୦ ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ଏକ ସମାବେଶ ଡମପଡ଼ା ବ୍ଲକ ଅନ୍ତର୍ଗତ ଘାସପୁଟସ୍ଥ ମା’ଅରାଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତାପସ କୁମାର ମହାନ୍ତି ଯୋଗଦାନ କରି ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଅଟନ୍ତି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଆଶିଷ କୁମାର ପାଢୀ, କିଷନ ସାହୁ, ତାର୍ଜନ ମହାନ୍ତି, ମାନସ କୁମାର ଲେଙ୍କା, ଲିପିନା ରଥ, ବ୍ରଜଲେଙ୍କା, ଲୋରା ବେଉରା, ସତ୍ୟରଞ୍ଚନ ଦାସ ପ୍ରମୁଖ ଯୋଗଦାନ କରି ସେମାନଙ୍କର ବିଭିନ୍ନ ପ୍ରସ୍ଥାବମାନ ଆଗତ କରିଥିଲେ । ବିଶେଷ କରି ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତେ ମନପ୍ରାଣ ଦେଇ ଉଦ୍ୟମ କରିବେ ବୋଲି ଶପଥ ନେଇଥିଲେ ।
No Result
View All Result