ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ନୟାଗଡ :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହିରେ ଜିଲ୍ଲା ରକ୍ତ ଦାନ ସଂଘ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଘର ଘର ବୁଲି ଆଣ୍ଟିଯେନ୍ ଟେଷ୍ଟ କରିବା ସହ କରନା ଭଳି ମହାମାରୀ ରୋଗରୁ କିପରି ମୁକ୍ତି ପାଇବେ ତାକୁ ନେଇ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ l
ଆଜି ପାରଳାଖେମୁଣ୍ଡି ସହରର ୧୩ ନମ୍ବର ୱାର୍ଡ ରେ ଘର ଘର ଘର କୁ ଯାଇ ଲୋକମାନଙ୍କୁ ବୁଝାଇ ଅlଣ୍ଟିଯେନ୍ ଟେଷ୍ଟ କରି ଥିଲେ ଏହି ସଚେତନତା କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶେଖ ସାଗୀର ଓ ପୌରରିଷଦର କମ୍ୟୁନିଟି ଅର୍ଗନାଇ ଜେର ଉଜଲତା ସ୍ୱାଲସିଂ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତି ଥିଲେ l ପାରଳଖେମୁଣ୍ଡି:୧୯/୮(ଗରୁଡ଼ ଧ୍ଵଜ ଚୌଧୁରୀ)