No Result
View All Result
୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମଦାଶପୁର ଗ୍ରାମରେ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ପୂର୍ବତନ ସରପଂଚ ସୁନୀଲ୍ ସିଂହ, ସ୍ଥାନୀୟ ବିଜେପି ନେତା ରାମଚନ୍ଦ୍ର ଦାଶ, ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ମାନସ କୁମାର ମହାପାତ୍ର , କନିଷ୍ଠ ଯନ୍ତ୍ରୀ ତାରିଣି ପ୍ରସାଦ ପରିଡା,
ନିରଞ୍ଜନ ଭୋଇ, ଫକୀର ଭୋଇ ପ୍ରମୁଖ ଉପସ୍ତିତ ରହି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣରେ ୫୫ଲକ୍ଷ ଟଙ୍କା ବ୍ୟୟ କରାଯିବ ଓ ୬ମାସ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଠିକାଦାର ତୃପ୍ତିମୟୀ ସାମଲ ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି ।
No Result
View All Result