• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଆକ୍ସନ ମୁଡରେ ପୁରୀ ବନ ବିଭାଗ : ଗୋପରେ ବନ୍ୟ ବିଭାଗ ପକ୍ଷରୁ ୩ଟି ସ-ମିଲ ଉପରେ ଭିଜିଲାନ୍ସ ଦ୍ଵାରା ଚଢ଼ାଉ 

Proprietor Abhimanyu Maharana by Proprietor Abhimanyu Maharana
October 19, 2024
in ଅପରାଧ, ଓଡ଼ିଶା, ପୁରୀ, ହୋମ୍
0
ଆକ୍ସନ ମୁଡରେ ପୁରୀ ବନ ବିଭାଗ : ଗୋପରେ ବନ୍ୟ ବିଭାଗ ପକ୍ଷରୁ ୩ଟି ସ-ମିଲ ଉପରେ ଭିଜିଲାନ୍ସ ଦ୍ଵାରା ଚଢ଼ାଉ 
Share on FacebookShare on TwitterWhatsapp

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଗୋପ :-> ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ଥ୍ଧ ଯମରା ଠାରେ ଥିବା ଦୁଇଟି କରତକଳ ଏବଂ ବାଲିକନ୍ଦଳ ଠାରେ ଗୋଟିଏ କରତ କଳ ଉପରେ ଆଜି ପୁରୀ ବନ ବିଭାଗ ପକ୍ଷରୁ ଭିଜିଲାନ୍ସ ଦ୍ଵାରା ଚଢ଼ାଉ କରାଯାଇଛି । ଗୋପ,କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି ବନ ବିଭାଗ ମିଳିତ ଭାବେ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ l ବେଗୁନିଆ ର ବାଲି କନ୍ଦଳରେ ଦୀର୍ଘ ବର୍ଷଧରି ରାମ ସାହୁ ନାମ ବ୍ୟକ୍ତି କରତକଳ ଚଳାଉ ଥିବାବେଳେ ଜମରାଗଡ ଠାରେ ଅଜୟ ନାୟକ ଓ ବାବୁଲି ସ୍ୱାଇଁ ଙ୍କ କରତକଳ ଉପରେ ମିଳିତ ଚଢ଼ାଉ କରାଯାଇଛି ।ଲକ୍ଷାଧିକ ଟଙ୍କାର ସାମଗ୍ରୀ ବିଭିନ୍ନ ଯନ୍ତ୍ରପାତି ସବୁ ଭିଜିଲାନ୍ସ ପକ୍ଷରୁ ଜବତ ହୋଇଛି l

ପୁରୀ ଏ ସି ଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ୱ ରେ , କୋଣାର୍କ ଓ ଗୋପ ବନ ଅଧିକାରୀ ସୁଦର୍ଶନ ଦେହୁରୀ ଓ ଫରେଷ୍ଟ ଗାର୍ଡ ବିଜୟଲଷ୍ମୀ ବଳ,ବାଲୁଖଣ୍ଡ ବନ ଅଧିକାରୀ ପ୍ରଦିପ୍ତ କୁମାର ମହାନ୍ତି, ବ୍ରହ୍ମଗିରି ବନ ଅଧିକାରୀ ଚନ୍ଦ୍ର ଶେଖର ସାହୁ, ଅସ୍ତରଂଗ ବନ ଅଧିକାରୀ ମୋନାଲିସା ମହାପାତ୍ର ଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ଅନେକ ମୂଲ୍ୟବାନ କାଠ ଜବତ କରିଥିଲେ। ଚଢ଼ାଉ ସମୟରେ ସୁରକ୍ଷା କର୍ମୀ ଙ୍କ ସମେତ ଏକାଧିକ ବନ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ମାନେ ଉପସ୍ଥିତ ରହିଥିଲେ l ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କୁ ଗ୍ୟାସ କଟର ଦ୍ଵାରା କାଟି ଜବତ କରାଯାଇଛି l

ଗୋପ ବନ ବିଭାଗ ର ମୁଖ୍ୟ ଅଧିକାରୀ ଙ୍କ ପଦବୀ ଖାଲି ଥିବା ସହିତ ବନ ବିଭାଗ ର କୋହଳ ମନୋଭାବ ଯୋଗୁଁ ଗୋପ ରେ ଏକାଧିକ ବେଆଇନ କରତକଳ ଗୁଡିକ ଗଢ଼ି ଏବେ ସକ୍ରିୟ ହୋଇ ଉଠୁଛି l ସେହି ପରି ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ସରକାରୀ ଜମିରୁ ବେନିୟମ ଭାବେ ପ୍ରତିଦିନ ଶହ ଶହ ଗଛ କଟା ଯାଉଥିଲେ ମଧ୍ୟ ତାହା ଉପରେ ସ୍ଥାନୀୟ ପ୍ରଶାସନ କେବେ ନଜର ଦେବେ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।ଗୋପରେ ଛତୁ ଫୁଟିଲା ଭଳି ବେଆଇନ କରତ କଳ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଯଦି ନିଆଯିବ ହୁଏତ ଜଙ୍ଗଲ ସୁରକ୍ଷିତ ରହିବା ସହିତ ପରିବେଣ ସୁସ୍ଥ ରୁହନ୍ତା ବୋଲି ପରିବେଶବିତ ଙ୍କ ମତ l

ଏହିଭଳି ଆହୁରି ଅନେକ କରତକଳ ଏବେ ବି ସକ୍ରିୟ ରହିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ନଜର କୁ କିପରି ଆସୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ୱ ବୃକ୍ଷ ରୋପଣ ସପ୍ତାହ ପାଳୁଥିବାବେଳେ ବେନିୟମ ଭାବେ କରତକଳର ମାଲିକ ମାନେ ତଥା ଚୋରା କାଠ ବେପାରୀ ମାନେ ଶତାଧିକ ମୂଲ୍ୟବାନ ଗଛ କୁ କାଟି ପଦା କରୁଛନ୍ତି ବୋଲି ପ୍ରାକୃତିକ ବିପର୍ଯ୍ୟୟ କ୍ରମଶଃ ବୃଦ୍ଧି ପାଉଛି ।ବାଲୁଖଣ୍ଡ ଅଭୟାରଣ୍ୟକୁ ଲାଗି ଜଙ୍ଗଲ ସବୁ ସଫା ହୋଇଯିବାରୁ ଜଂଗଲୀ ଜନ୍ତୁ ଗାଁ ଭିତରକୁ ଆସି ଫସଲ ନଷ୍ଟ କରିବା ସହ ମୃତ୍ୟୁମୁଖରେ ପଡ଼ୁଛନ୍ତି।ବନ ବିଭାଗର ଆକ୍ସନ ମୁଡ୍ ଦେଖି ଲୋକେ ଖୁସି ହେଉଥିବା ବେଳେ କେବେ ଚୋରା କାଠ ବେପାରୀଙ୍କ ଉପରେ ପ୍ରଶାସନର ଛାଟ ବାଜୁଛି ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version