No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ର ପ୍ରତିଷ୍ଠିତ ଓ ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ର ୫୭ ତମ କୁମାର ଉତ୍ସବ ଚଳିତ ୧୭,୧୮,୧୯ ତିନି ଦିନ ଧରି ଶରଧାବାଲି ଠାରେ ଅନୁଷ୍ଠିତ ହେବ .ଏହି ପରିପ୍ରେକ୍ଷୀ ରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଜୋଗିତା ରେ ପୁରୀ ର ବିଭିନ୍ନ ବିଦ୍ୟାଳୟ ର 100 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ
ସମସ୍ତ କୃତି ପ୍ରତିଯୋଗୀଙ୍କୁ କୁମାର ଉତ୍ସବ ପାଳନ ପରିପ୍ରେକ୍ଷୀରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପୁରସ୍କୃତ କରାଯିବ ବୋଲି ପ୍ରତିଯୋଗିତା କମିଟି ଅଧ୍ୟକ୍ଷ ର ସୁକାନ୍ତ ପଣ୍ଡା ପ୍ରକାଶ କହିଛନ୍ତି | ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦୁର୍ଗାମାଧବ କର,ସତ୍ୟନାରାୟନ ପୃଷ୍ଟି,ମିଟୁ ସୁବୁଦ୍ଧି,ସନ୍ତୋଷ କୁମାର ସେଠି ବିଚାରକ ଭାବରେ କାଯ୍ୟକ୍ରମ ରେ ଯୋଗଦେଇଥିଲେ।
No Result
View All Result