ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ରଣପୁର,ରିପୋର୍ଟ/ଅଭିମନ୍ୟୁ ମହାରଣା, :- ରଣପୁର ଏନ.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିସି ମହାମାରୀ କରୋନା ସମୟରେ କିଛି ସମୟ ବାହାର କରି ମା ମଣିନାଗ ମନ୍ଦିର କୁ ଯିବା ରାସ୍ତା ର ଦୁଇପାର୍ଶ୍ଵ କୁ ସବୁଜ ସୁନ୍ଦର କରିବା ପାଇଁ ଘାଟ ନିର୍ମାଣ ସଙ୍ଘ ର ସଦସ୍ୟମାନଙ୍କ ସହ ନିଜେ ଉପସ୍ଥିତ ରହି ଗଛ ଲଗାଇବା ଅବସରରେ ।
ଆପଣଙ୍କ ଭଳି ଜଣେ ଦକ୍ଷ ଅଫିସର ମାଟି ମା କୁ ଉର୍ଣ୍ଣତି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଏବଂ ନିଶ୍ଚୟ ଆମ ମାଟି ମା ଉର୍ଣ୍ଣତି କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।