No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ଫୁଟ୍ଟାସିଂ ଗ୍ରାମପଞ୍ଚାୟତ ଅବସ୍ଥିତ ମହୁଲବଣିଆ ଗ୍ରାମ ଠାରେ ଏକ ମ୍ୟାକ୍ସ୍ ପିକ୍ ଅଫ୍ ଘାଡି ରାଜ ରାସ୍ତାରେ ରାସ୍ତା ଅବରୋଧ ହୋଇ ଯାତ୍ରୀମାନଙ୍କ ଅସୁବିଧାର କାରଣ ହୋଇଛନ୍ତି । ଏଥି ପୂର୍ବରୁ ଗ୍ରାମ ପଞ୍ଚାୟତ ମାନଙ୍କରେ ମାଣ୍ଡିଆ ସାମଗ୍ରୀ ନେବା ଆଣିବା କରୁଥିବା ଏକ ମ୍ୟାକ୍ସ୍ ପିକ୍ ଅଫ୍ ରାଜ ରାସ୍ତାରେ ଘାଡି ହଟକିହୋଇ ରହି ଥିବା ସୂଚନା ମିଳିଛି ।
ରାସ୍ତାରେ ନାହିଁ ନ ଥିବା ଅସୁବିଧା ଯାତ୍ରୀମାନଙ୍କ ମଧ୍ଯ ରେ ମୂଖ୍ଯତଃ ରାସ୍ତାରେ ଘାଡି ହଟକି ଖରାପ ହୋଇ ଚଲା ପଥ ପ୍ରାନ୍ତର ଠାରୁ ଆରମ୍ଭ କରି ଦୁଇ ଚକିଆ ଯାହାନ,ଚାରି ଚକିଆ ଯାହାନ,କାମ ଦାମରୁ ଆସୁଥିବା ଲୋକମାନଙ୍କୁ, ଗୋରୁ ଗାଈ ଇତ୍ୟାଦି ଯିବା ଆସିବା ବହୁତ ସମସ୍ୟାର ଆଶଙ୍କା ଦେଖା ଦେଇଥିବା ଜଣାପଡୁଛି। ଘାଡି ମୁଖ୍ଯତଃ ଟ୍ୟାୟର୍ କାଡି ଘାଡିର ମରାମତି ମଧ୍ୟରେ ଯାତ୍ରୀମାନଙ୍କୁ ଅସୁବିଧା ନେଇ ଦୁଃଖିତ।
No Result
View All Result