ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ନୟାଗଡ :- ଓଡିଶା ରାଜ୍ୟ ଆଶା ସାଥି ସଂଘ, ନୟାଗଡ ଶାଖା ତରଫରୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କୁ ୮ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ ଏହିପରି ଆଉ ଏକ ଦାବିପତ୍ର ମଧ୍ୟ ସଂଘ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନୂଆଗଡିଆଙ୍କୁ ଦିଆଯାଇଥିବାବେଳେ ଏସମସ୍ତ ଦାବି ଏ ମାନଙ୍କ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକାଙ୍କ ଅବଗତି ସହ ଦାବି ହାସଲ ପାଇଁ ପ୍ରେରଣ କରାଯାଇଥିବା ଜଣାପଡିଛି । (ରିପୋର୍ଟ- ରାମକୃଷ୍ଣ ରଥ)