No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ପୌରପାରିଷଦ ର ବୈଠକ l ପୌରାଧକ୍ଷା ଙ୍କ ଅନାସ୍ଥା ପରେ ଉପାଧ୍ୟାକ୍ଷା ପାୟଲ ବେହେରା ଅଧକ୍ଷା ଭାବେ ଦାୟିତ୍ଵ ନେବାପରେ ଏହା ପ୍ରଥମ ବୈଠକ l ପୌରାଧ୍ୟାକ୍ଷା ପାୟଲ ବେହେରାଙ୍କ ଅଧକ୍ଷତରେ ଅନୁଷ୍ଠିତ ବୈଠକରେ ଅନ୍ୟମାଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜଗନାଥ ସାହୁ (ଟିକୁ ) ପୌରପାରିଷଦ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିବାବେଳେ 13 ଜଣ କାଁଉସିଲର ମାନେ ଉପସ୍ଥିତ ଥିଲେ l ଏହି ବଠକ ରେ ପୌରପରିଷଦ 13 ଟି ୱାର୍ଡ ରେ ବିଭିନ୍ୟ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା l
ଟାକ୍ସ ଆଦାୟ ଉପରେ ଜୋର ଦିଆଯାଇଥିଲା l ଚଳିତ ବର୍ଷ ଦୁଇ ଲକ୍ଷ ଟାକ୍ସ ଆଦାୟ ଧର୍ଯ୍ୟ ଥିବାବେଳେ ମାତ୍ର ଏକା କୋଟି ଆଦାୟ ହୋଇପାରିଛି l ଯାହା ଫଳରେ ପୌରପାରିଷଦକୁ ସରକାରଙ୍କ ପକ୍ଷରୁ ଅର୍ଥ ମଂଜୁର ହୋଇପାରୁନାହିଁ l ଯାହା ଫଳରେ ନୂତନ କାର୍ଯ୍ୟ ହୋଇପାରୁନାହିଁ l ଏହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା l ତୁରନ୍ତ ଟାକ୍ସ ଆଦାୟ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା l ପରପରିଷଦକୁ ମିଳି ମିଶି ସୁରୁଖୁରୁରେ ଜଳାଇବାକୁ ଅଧକ୍ଷା ପାୟଲ ବେହେରା ସମସ୍ତ କାଉସିଲର ଙ୍କୁ କହିଥିଲେ l

No Result
View All Result