ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ବାଲେଶ୍ୱର :- : ଆସନ୍ତା ୧୯ ତାରିଖରେ ଯୁକ୍ତଦୁଇ ବାଣିଜ୍ୟ ଓ ୩୧ ତାରିଖ ପୂର୍ବରୁ ଯୁକ୍ତଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି।ସୋମବାର ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଆସନ୍ତା ୧୯ ତାରିଖ ୧୧ଟା ୩୦ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଅଗଷ୍ଟ ୩୧ ପୂର୍ବରୁ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା ପାଇଁ ଫଳ ପ୍ରକାଶରେ ବିଳମ୍ବ ହୋଇଛି (ରିପୋର୍ଟ-ଦୀପ୍ତିମାନ ପତି )