୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଫିସ ଠାରେ ଆଜି ବ୍ଲକ୍ ସ୍ତରୀୟ ଉପକରଣ ବିତରଣ ମେଳା ଅନୁଷ୍ଠିତ ହୋଇ ଯାଇଛି। ରାୟଗଡ଼ ବ୍ଲକ ବିଡିଓ ଶ୍ରୀ ସୁଧୀର କୁମାର ସିଂ DSSO ଶ୍ରୀ ସନ୍ତୋଷ କୁମାର ନାୟକ ,BSSO ନାମିତା ଚାନ୍ଦ ନାୟକ, ଏବଂ ସମସ୍ତ ସରପଞ୍ଚ ଓ ବ୍ଲକ୍ କର୍ମ ଚାରି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି ଅବସରରେ ପ୍ରାୟ 38 ଜଣ ଭିନ୍ନ କ୍ଷମ ହିତାଧିକାରୀଙ୍କୁ 50 ଗୋଟି ଉପକରଣ ପ୍ରଦାନ କରାଯାଇଥିଲା ।ସେଥି ମଧ୍ୟରୁ

12 ଜଣଙ୍କୁ ଟ୍ରାଇ ସାଇକେଲ , 13 ଜଣଙ୍କୁ ୱିଲ ଚେୟାର  5 ଜଙ୍କୁ cp ଚେୟାର  8 ଜଣଙ୍କୁ ବ୍ଲାଇଣ୍ଡ ଷ୍ଟିକ୍  9 ଜଣଙ୍କୁ ସ୍ମାର୍ଟ କ୍ୟାନ୍  3 ଜଣଙ୍କୁ ୱାକିଙ୍ଗ ଷ୍ଟିକ୍ଭଳି ଉପକରଣ ମାନ ପ୍ରଦାନ କରାଯାଇଥିବା ଦାୟିତ୍ୱରେ ଥିବା ଅଧିକାରୀ ସୁଚନା ଦେଇଛନ୍ତି ।