ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ଅଭିମନ୍ୟୁ ମହାରଣା /ରଣପୁର :- ୧୬,୦୮,୨୦୨୦ ଠାରୁ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ର ୩ ନମ୍ବର ୱାର୍ଡ ହରିଜନ ସାହି , ଡ଼ମ ସାହି , ମାଣିକ ପାଟଣା ସାହି ଏବଂ ୨ ନମ୍ବର ୱାର୍ଡ ହାଟ ସାହି କୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।
ନୟାଗଡ଼ ଜିଲ୍ଲାରେ ଧୀରେ ଧୀରେ କରୋନା ବୃଦ୍ଧି ପାଉଥିବାରୁ ବିଭିନ୍ନ ଅଞ୍ଚଳ ରେ ଏହି କରୋନା ସଂକ୍ରମଣ କୁ ରୋକିବା ପାଇଁ ଏହି ରେଡ୍ ଜୋନ୍ ଘୋଷଣା କରାଯାଇଛି । ଏ ସମ୍ପର୍କ ରେ ନୟାଗଡ଼ ଏଡିଏମ୍ ଓ ଜିଲ୍ଲାପାଳ ସବିଶେଷ ସୂଚନା ଦେଇଛନ୍ତି ।