No Result
View All Result
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ :-> “ପରିବେଶ ସୁରକ୍ଷା ଜୀବନ ରକ୍ଷା, ଅର୍ଥାତ ଯଦି ପରିବେଶ ସ୍ୱଚ୍ଛ, ସୁନ୍ଦର ରହିଲେ ଜନସାଧାରଣ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇପାରିବେ, ତେଣୁ ଏହି ପ୍ରରିପେକ୍ଷୀରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ କାର୍ଯ୍ୟକ୍ରମ ବି.ଆର.ସି ସ୍ୱରୂପ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଦିନକୁ ଦିନ ପ୍ଲାଷ୍ଟିକ ଝରି ସହ ବିଭିନ୍ନ ସ୍ଥାମାନଙ୍କରେ ପୋଚା ଥିବା ଦ୍ୱାରା ମଶା, ମାଛି ଜନ୍ମ ହୋଇ ପରିବେଶ ଦୂଷିତ ହୋଇ ମଣିଷ କୁ ରୋଗଗ୍ରସ୍ତ କରିଥାଏ l ତେଣୁ ସରକାରଙ୍କ ଆଦେଶ ଅନୁଯାୟୀ ସ୍ଵଛ ଭାରତ ଅଭିଯାନ ରାୟଗଡ଼ ଶିବ ମନ୍ଦିର ନିକଟରୁ ଏକ ସଭା ଯାତ୍ରା ରେ ବାହାରି ବ୍ଲକ୍ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ନାରା ଦେଇ ଜନସାଧାରଣ ଙ୍କୁ ସଚେତନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ ବିଡ଼ିଓ ସୁଧୀର କୁମାର ସିଂ ଚେୟାରମେନ ପୁର୍ଣ୍ଣବାସି ନାୟକ GPO ସେନା ପତି ଶବର,ପେଶା ସଂଯଜକ ଶ୍ରୀଧର ଦାସ SDC, ପ୍ରଫୁଲ୍ଲ କୁମାର ନଗବୋଂଶ ରାୟଗଡ଼ ସରପଞ୍ଚ ସୁଷମା ଶବର ସମସ୍ତ ଜିପି ର ୱାଡ ମେମ୍ବର, ସମସ୍ତ ଜେଇ ଏବଂ ବ୍ଲକ୍ ର କର୍ମ ଚାରି ଅଂଶ ଗ୍ରହଣ କରିଥିଲେ l

No Result
View All Result