• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୬୩ ତମ ପୁରୁଷ ରାଜ୍ୟସ୍ତରୀୟ ଜିଲ୍ଲା ଜିଲ୍ଲାକୁ ନେଇ ସାହାଣୀ କପ ୨0୨୪ ଫୁଟବଲ ଚେମ୍ପି୍ୟାନସିପ୍ ମ୍ୟାଚ ପାଇଁ ସାମ୍ବାଦିକ ସମ୍ମିଳନୀ : ମୟୁରଭଞ୍ଜ

Proprietor Abhimanyu Maharana by Proprietor Abhimanyu Maharana
September 25, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
୬୩ ତମ ପୁରୁଷ ରାଜ୍ୟସ୍ତରୀୟ ଜିଲ୍ଲା ଜିଲ୍ଲାକୁ ନେଇ ସାହାଣୀ କପ ୨0୨୪ ଫୁଟବଲ ଚେମ୍ପି୍ୟାନସିପ୍ ମ୍ୟାଚ ପାଇଁ ସାମ୍ବାଦିକ ସମ୍ମିଳନୀ : ମୟୁରଭଞ୍ଜ
Share on FacebookShare on TwitterWhatsapp

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ  :->  ୬୩ ତମ ପୁରୁଷ ରାଜ୍ୟସ୍ତରୀୟ ଜିଲ୍ଲା ଜିଲ୍ଲା ଫୁଟବଲ ଟିମକୁ ନେଇ ସାହାଣୀ କପ ୨0୨୪ ମ୍ୟାଚ ପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏଶନ ( ମା )ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ବାରିପଦା ଷ୍ଟାଡିୟମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାମ୍ବାଦିକ ସମ୍ମିଳନୀର ମୁକ୍ଷ୍ୟ ଉଦେଶ୍ୟ ଏହାକୀ ପ୍ରଥମଥର ପାଇଁ ଏତେବଡ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚ ଆମ ଜିଲ୍ଲାରେ ହଉଥିବାରୁ ଏହା ମୟୁରଭଞ୍ଜର ଗର୍ବଗୌରବ ବଢାଇବା ସହିତ ଏବଂ ସାରାଭାରତ ର ଫୁଟବଲ ଖେଳ ଦରବାରରେ ଫୁଟବଲ ମ୍ୟାଚ ଯଦି କୌଣସି ଟିମ ଜିତେ ତେବେ ନିଶ୍ଚିତ ଭାବେ ସେ ଟିମରେ ମୟୁରଭଞ୍ଜିୟା ଜଣେ ଦିଜଣ ଖେଳାଳି ରହିଥିବାଟା ଥୟ l

ତେଣୁ ଅତି ଆନନ୍ଦର ବିଷୟ ଏହାକୀ ମୟୁରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତି ଘରେ ଘରେ ଗୋଟେ ଫୁଟବଲ ଖେଳାଳି ଥିବାରୁ ଏହି ଚେମ୍ପିୟାନସିପ ସାହାଣୀ କପ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ସହିତ ଏକ ନୂତନ ଦିଗଦର୍ଶନ ମଧ୍ୟ ଦେବ l ସାହାଣୀ କପ ୨0୨୪ ତା:୨୫ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ତା:0୬ ଅକ୍ଟବୋର ୨0୨୪ ରିଖପର୍ଯ୍ୟନ୍ତ ବାରିପଦା ଷ୍ଟାଡିୟମ ଠାରେ ଶେଷ ହେବାକୁ ସ୍ଥିରୀକୃତ ହୋଇଛି l ଏହି ମେଚରେ ସର୍ବୋମୋଟ ୧୨ ଗୋଟି ଫୁଟବଲ ମେଚ ଖେଳିବାସହିତ କ୍ୱାଟର ଫାଇନାଲ ତା: 0୨/୧0/୨୪ ରିଖ ଏବଂ ତା:0୪/୧0/୨୪ ରିଖ ସେମିଫାଇନାଲ ଓ ସର୍ବଶେଷରେ ଫାଇନାଲ ତା:0୬/୧0/୨୪ ରିଖ ହେବାକୁ ସ୍ଥିର ହୋଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କଲେ l

ସେହିପରି ସେପ୍ଟେମ୍ବର ୨୫ ରେ ବୌଦ୍ଧ ଜିଲ୍ଲା ସହିତ ଅନୁଗୁଳ ଜିଲ୍ଲା ଓ ଅପରାହ୍ନରେ ମୟୁରଭଞ୍ଜ ସହିତ ଭଦ୍ରକ,ସେପ୍ଟେମ୍ବର ୨୬ ରେ ଯାଜପୁର ସହିତ ଢେଙ୍କାନାଳ ଓ ଅପରାହ୍ନ ରେ ଦେବଗଡ଼ ସହିତ ବାଲେଶ୍ୱର, ସେପ୍ଟେମ୍ବର ୨୭ ରେ ବୌଦ୍ଧ ସହିତ ଭଦ୍ରକ ଓ ଅପରାହ୍ନ ରେ ମୟୁରଭଞ୍ଜ ସହିତ ଅନୁଗୁଳ, ସେପ୍ଟେମ୍ବର ୨୮ ରେ ବାଲେଶ୍ୱର ସହିତ ଯାଜପୁର ଓ ଅପରାହ୍ନରେ ଢେଙ୍କାନାଳ ସହିତ ଦେବଗଡ଼, ସେପ୍ଟେମ୍ବର ୨୯ ରେ ଅନୁଗୁଳ ସହିତ ଭଦ୍ରକ ଓ ଅପରାହ୍ନ ରେ ମୟୁରଭଞ୍ଜ ସହିତ ବୌଦ୍ଧ, ସେପ୍ଟେମ୍ବର ୩0 ରେ ବାଲେଶ୍ୱର ସହିତ ଢେଙ୍କାନାଳ ଓ ଅପରାହ୍ନ ରେ ଦେବଗଡ଼ ସହିତ ଯାଜପୁର ଜିଲ୍ଲା ଟିମ ଖେଳିବେ l ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ଉପସ୍ଥିତ ଅତିଥି ହେଲେ ବିଶିଷ୍ଟ ସିନେତାରକା ଅସିତ ପତି,ସୁବ୍ରମଣ୍ୟମ ମହାନ୍ତି, ଅମର ସେଠି,ରବୀନ୍ଦ୍ର ମହାନ୍ତି ସମେତ ପୂର୍ବତନ ଏଥଲେଟିକ ଏସୋସିଏସନର ପଦାଧିକାରୀ ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

July 22, 2026
ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version