No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସ୍ବଛଭାରତ ଗ୍ରାମୀଣ ଆନୁକୂଲ୍ୟରେ ଆଜି ଡାବାରାଗୁଡା ଗ୍ରାମପଞ୍ଚାୟତ ସୈଜନ୍ୟତାରେ ଡାବାରାଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ସ୍ବଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଯିଖରିୟ ରଇଡ, ପିଇଓ ଶଶାଙ୍କ ସେଖର ସୁବୁଦ୍ଧି ନେତୃତ୍ବରେ ସମସ୍ତ ସହଯୋଗୀ ଓ୍ବାର୍ଡ ସଭ୍ୟ/ସଭ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, CRPCM ଏବଂ SHG ମାଆ ମାନେ ଯୋଗ ଦେଇଥିଲେ ।
ଡାବାରାଗୁଡା ଗ୍ରାମର ଆଶ୍ରମ ବିଦ୍ୟାଳୟ ଠାରୁ ଗ୍ରାମ ପଞ୍ଚାୟତ ଅଫିସ ରାସ୍ତା ସଫେଇ କରିଥିଲେ । ଏମଧ୍ୟରେ ବିଦ୍ୟାଳୟ ପରିସର, ଅଙ୍ଗନବାଡି କେନ୍ଦ୍ର, ଡାବରାଗୁଡା ଗ୍ରାମର , ଦୁର୍ଗମ ଗାଁ ତଇ ଗାଁ,awc,ବିଦ୍ୟାଳୟ, ଆଦି ଠାରେ ସଫେଇ କରାଯାଇଥିଲା । ଅନୁଷ୍ଠାନ ମାନଙ୍କରେ ହୋଇଥିବା ଲଟା, ବୁଦା, ପଲିଥିନି, ପ୍ଳାଷ୍ଟିକ ସାମଗ୍ରୀ ଆଦିକୁ ରାସ୍ତା ଘାଟରୁ ସଫେଇ କରାଗଲା ।
ଶେଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ କରାଯିବା ସହ ସ୍ବଚ୍ଚତା ପାଇଁ ଏକ ଶପଥ ପାଠ କରାଯାଇଥିଲା । ଏହା ଅକ୍ଟବର ୧ ତାରିଖ ଯାଏ ସବୁ ଗ୍ରାମରେ ଅନୁଷ୍ଠିତ ହେବ । ପ୍ରାୟ ୧୦୦ ରୁ ଉଦ୍ଧ୍ବ କର୍ମକତ୍ତା ସହଯୋଗୀ ଉପସ୍ଥିତ କରିଥିଲେ । ସ୍ଲୋଗାନ ଆମେ ସ୍ବଚ୍ଚ ରହିବା ଅନ୍ୟକୁ ସ୍ବଚ୍ଚତା ପାଇଁ ପ୍ରେରଣା ଦେବା ।
No Result
View All Result