No Result
View All Result
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଶୁଣ୍ଡୁରୁବl କଲ୍ୟାଣ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ପାଳିତ ହୋଇଯାଇଛି l ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଡେମୋ ଦେଖାଇ ଶିକ୍ଷା ଦାନ ଦେଇଥିଲେ l
ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଜୁନିଅର ରେଡ଼କ୍ରସର ଇତିହାସ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ କିପରି କାର୍ଯ୍ୟକ୍ଷମ ହୋଇପାରିବ ସମ୍ବଳ ସାଧନ କର୍ମୀ ଶ୍ରୀ ପ୍ରହ୍ଲାଦ ଶିହଳ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସାର ଉପଯୋଗ ଓ ବ୍ୟାଣ୍ଡେଜ କିପରି ବନ୍ଧା ଯାଏ ଶିକ୍ଷା ଦାନ ଦେଇଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ M କଳ୍ପନା, ଭାରତୀ ପାତ୍ର ଉପସ୍ଥିତ ଥିଲେ ପ୍ରାୟ 250 ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l
No Result
View All Result