No Result
View All Result
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଛେଲାଗଡ଼ କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ଶ୍ରୀ ପ୍ରହଲ୍ଲାଦ ଶିହଳ ଯୋଗଦେଇ ରେଡ଼କ୍ରସର ଇତିହାସ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସାର ବ୍ୟବହାର ଡେମୋ ମାଧ୍ୟମରେ ଶିକ୍ଷା ଦାନ କରିଥିଲେ |
ଶିକ୍ଷକ ଶ୍ରୀ ଦେବ କାନ୍ତ ସାମଲ ଓ ହିନ୍ଦୀ ଶିକ୍ଷକ ପରିଚାଳନା କରିଥିଲେ | ବିଦ୍ୟାଳୟରେ ଏକ ଜୁନିଅର ରେଡ଼କ୍ରସ ୟୁନିଟ ଖୋଲା ଯାଇ ରେଡ଼କ୍ରସ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା l
No Result
View All Result