• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିୟୁଟି ପାର୍ଲର ଆସୋସିଏସନ ଓଡିଶା ର ତୃତୀୟ ବାର୍ଷିକ ଉତ୍ସବ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
September 20, 2024
in ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍
0
ବିୟୁଟି ପାର୍ଲର ଆସୋସିଏସନ ଓଡିଶା ର ତୃତୀୟ ବାର୍ଷିକ ଉତ୍ସବ ପାଳିତ
Share on FacebookShare on TwitterWhatsapp

୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମଣିଷ ବଞ୍ଚି ରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ଼ ବାସଗୃହ ଟିଏ ଦରକାର, କିନ୍ତୁ ପ୍ରତେକ ମଣିଷ ସୁନ୍ଦର ଦେଖା ଯିବା ମଧ୍ୟ ଆବଶ୍ୟକତା ଅଛି, ଏ ଆବଶ୍ୟକତାକୁ ମହିଳା ବିୟୁଟିସିଆନ ମାନେ ନିଜର କଳା ମାଧ୍ୟମରେ ପ୍ରତ୍ୟେକ ମଣିଷକୁ ସୁନ୍ଦର ସଜେଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଥାନ୍ତି ! ବର୍ତମାନ ଅତ୍ୟାଧୁନିକ ଯୁଗରେ ସାରା ଓଡ଼ିଶାରେ ଛୋଟ ବଡ ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟରେ ନିଜସ୍ୱ ରୋଜଗାର, ପରିବାର ପ୍ରତି ପୋଷଣ ନିମନ୍ତେ ଏବଂ ନାରୀମାନେ ସ୍ୱାବଲମ୍ବୀ ହୋଇ ମହିଳା ବିଉଟି ପାର୍ଲର କରିଛନ୍ତି l

ଏ ସମସ୍ଥଙ୍କୁ ଉନ୍ନତ ମାନର ତାଲିମ ପ୍ରଦାନ କରିବା, ସ୍ୱଳ୍ପ ଦାମରେ ବିଭିନ୍ନ କମ୍ପାନୀର ପ୍ରଡକ୍ଟ ଗୁଡିକ ପାଇବା ଏବଂ ନିଜ ନିଜ ଭିତରେ ଏକ ସୁବନ୍ଧୁତା ସ୍ଥାପନ କରିବା, ସଂଘ ବଦ୍ଧ ହୋଇ ରହିବାକୁ ଉଦ୍ଧ୍ୟମ ଆରମ୍ଭ କରି କିଛି ଆଗ ଧାଡିର ମହିଳା ବିଉଟିସିଆନ ମାନେ ଓଡିଶା ବିୟୁଟିସିଆନ ମଙ୍ଗଳକାରୀ ସଂଘ ବା ୱେଲ ଫେୟାର ଆସୋସିଏସନ ଗଠନ କରି ତାର ତୃତୀୟ ବାର୍ଷିକ ଉତ୍ସବ କଟକ ବିଜୁ ପଟ୍ଟନାୟକ ଛକ ନିକଟ ସାରଳା ମଣ୍ଡପରେ ୧୮/୦୯/୨୦୨୪ ରେ ପାଳନ କରିଛନ୍ତି l

ସଂଘର ସଭାନେତ୍ରୀ କଟକ ପାୱନି କେୟାର ବିୟୁଟି ପାର୍ଲୋର ର ଓନର ସୁପ୍ରିୟା ମିଶ୍ରସଭାପତିତ୍ବ କରିଥିବା ବେଳେ ପ୍ରଦୀପ ପ୍ରଜ୍ବଳନ ରାଜ୍ୟ ସଂଯୋଜକ ମନୱର୍ ଅଲି କରିଥଲେ, ରାଜ୍ୟ ସେକ୍ରେଟାରୀ ସୁନୀତା ରାୟ ( ଇନସାଇଡର ସେଲୋନ କଟକ), ରାଜ୍ୟ ଉପ ସଭାନେତ୍ରୀ କୃଷ୍ଣପ୍ରୀୟା ତ୍ରିପାଠୀ, କଟକ ଜିଲ୍ଲା ସଭାନେତ୍ରୀ ଇତିଶ୍ରୀ ମହାନ୍ତି, ସମ୍ପାଦିକା ମଧୁସ୍ମିତା ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ସଭାନେତ୍ରୀ ଜ୍ୟୋତିର୍ମୟୀ ମହାନ୍ତି, କୋରାପୁଟ ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ରାଉତ(ଆଞ୍ଜେଲ ସେଲୋନ୍ ଜୟପୁର), ବାଲେଶ୍ଵର୍ ଜିଲ୍ଲା ସଭାନେତ୍ରୀ ନିବେଦିତା ପ୍ରଧାନ (ଦେବୀ କନ୍ୟା ଶେଲୋନ ବାଲେଶ୍ଵର), ଖୋର୍ଦ୍ଦା ଜିଲ୍ଲା ସଭାନେତ୍ରୀ ମିନତୀ ମହାନ୍ତି ( କାରୁବାକି ଶେଲୋନ୍ ଭୁବନେଶ୍ୱର), ନୟାଗଡ ଜିଲ୍ଲା ସମ୍ପାଦିକା ପଦ୍ମିନୀ ସାହୁ ( ଡାଇମଣ୍ଡ ବିୟୁଟି ସ୍ପା,ନୀଳପଲ୍ଲୀ) ନୟାଗଡ ସଭାନେତ୍ରୀ ସସ୍ମିତା ଦୋରା,

ଅନ୍ୟାନ୍ୟ ସହଯୋଗୀ ମାନେ କଟକ ରୁ ଲୋପାମୁଦ୍ରା, ନର୍ମଦା, ରଞ୍ଜିତା, ସୋନି, ସସ୍ମିତା, ଶ୍ୱେତା, ବ୍ରହ୍ମପୁର ରୁ ସଂଯୁକ୍ତା ସାହୁ ପ୍ରମୁଖ ଯୋଗ ଦେଇ ବାର୍ଷିକ ଉତ୍ସବକୁ ସଫଳତା ଦେବାପାଇଁ ଅଗାଧ ପରିଶ୍ରମ କରି ସଫଳତା ପୂର୍ବକ ସମାପନ କରିଥଲେ ! ରାଜ୍ୟର ପ୍ରାୟ ୨୦ ଟି ଜିଲ୍ଲାରୁ ୩୦୦୦ ରୁ ଉର୍ଦ୍ଧ ମହିଳା ବିୟୁଟିଶିଆନ ସଦସ୍ୟା ଥିବା ବେଳେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ସମାବେଶରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ମୂଖ୍ୟ ଅତିଥି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ହେବାରୁ ସଂଘର ସଦସ୍ୟା ମାନେ କ୍ଷୋଭ ପ୍ରକାଶ କରିଥିଲେ ! ଉକ୍ତ ସମାବେଶକୁ ସଫଳ ରୂପାୟନ ଦେବା ଓ ସୁବିଧାରେ ମେକାପ ପ୍ରଡକ୍ଟ ଗୁଡ଼ିକ ଯୋଗାଇ ଦେବା ପାଇଁ ଦେଶର ବିଭିନ୍ନ ଅଗ୍ରଣୀ ଉତ୍ପାଦକାରି ଓ ବିତରଣ କମ୍ପାନୀ ଗୁଡ଼ିକ ଯଥା ଏସେନ୍ସିଆଲ ସୋଲ, ୟୁଟିକା,

ଆର୍ୟନବେଦ, କବୋକୋ ପ୍ରଫେସନାଲ, ରିଚ୍ ଫି, ରେଫ୍ଲେକ୍ସନ୍ କସମେଟିକ, ଇମିଟେସନ ୱାର୍ଲ୍ଡ ଆଦି ନିଜ ନିଜର ପ୍ରଡଡକ୍ଟ ସହ ଷ୍ଟଲ୍ ଲଗାଇଥିଲେ । ସମାବେଶକୁ ମାକ୍ସ ଗ୍ଲୋ ଓ ଓକିନ କମ୍ପାନୀ ଦ୍ବୟ ପୂର୍ଣ୍ଣ ସହଯୋଗ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ବୀୟୁଟିସିଆନ ମାନେ ଜିଲ୍ଲା ଭିତ୍ତିକ ଦଳ ଭାବରେ ସୁନ୍ଦର୍ ନୃତ୍ୟ ପରିବେଷଣ କରୀ ସମାବେଶକୁ ମହା ଆଡ଼ମ୍ବରର ରୂପ ଦେଇଥିଲେ । ସମସ୍ତ ଜିଲ୍ଲାରୁ ଆସିଥିବା ସଭାନେତ୍ରି, ସମ୍ପାଦିକା ଓ ଉପ ସଭାନେତ୍ରି , କମ୍ପାନୀ ପ୍ରତିନିଧି ମାନଙ୍କୁ, ଉକ୍ତ ସଂଗଠନ କୁ ମଜଭୁତ କରିଥିବା ଦିଗରେ ସହଯୋଗ କାରି ମାନଙ୍କୁ ଉତ୍ତରୀୟ ଓ ଫୁଲ ଗଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚ ପରିଚାଳନା ସୋନମ୍ ଅତି ସୁନ୍ଦର୍ ଭାବରେ କରିଥଲେ । ସର୍ବଶେଷରେ ଉପ ସଭାନେତ୍ରୀ କୃଷ୍ଣପ୍ରିୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version