• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ର ଶୁଭ ଉଦ୍ଘାଟନ

Proprietor Abhimanyu Maharana by Proprietor Abhimanyu Maharana
December 23, 2019
in ଓଡ଼ିଶା, ହୋମ୍
0
ଭୁବନେଶ୍ୱରରେ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ର ଶୁଭ ଉଦ୍ଘାଟନ

????????????????????????????????????

Share on FacebookShare on TwitterWhatsapp

ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର, ୨୩ ଡିସେମ୍ବର ୨୦୧୯ :- ଭାରତ ସରକାରଙ୍କ ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ପକ୍ଷରୁ ଦେଶରେ ବଳିଷ୍ଠ ନେତୃତ୍ୱ ଏବଂ ଆଗାମୀ ପୀଢିର ଉଦୀୟମାନ ଯୁବ ଉଦ୍ୟୋଗପତି ସୃଷ୍ଟି କାରିବାର ଉଦ୍ଦେଶ୍ୟକୁ ନେଇ ପ୍ରଯୁକ୍ତି ବିଦ୍ୟାର ନାନାଦି ବର୍ଗରେ ସାରା ଭାରତବର୍ଷର ବିଭିନ୍ନ ସ୍ଥାନରେ ଉକ୍ରର୍ଷର କେନ୍ଦ୍ରମାନ ସ୍ଥାପନ କରାଯାଉଛି । ଦେଶରେ ଅଭିନବୀକରଣ, ଆପିଆର୍ର ସୃଷ୍ଟି ଏବଂ ଉତ୍ପାଦନର ବିକାଶକୁ ଋଦ୍ଧିମନ୍ତ କରିବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସହଭାଗୀତାରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ପକ୍ଷରୁ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଉକ୍ରର୍ଷର କେନ୍ଦ୍ରମାନ ସ୍ଥାପନ କରାଯାଇଛି । ଏହି ଅଭିଯାନର ଅଂଶସ୍ୱରୂପ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସହଭାଗୀତାରେ ଏସ୍ଟିପିଆଇ ତରଫରୁ ଭୁବନେଶ୍ୱରଠାରେ ଏକ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ର ପ୍ରତିଷ୍ଠା କରାଯାଉଛି ଯାହା ସମଗ୍ର ପୂର୍ବ ଭାରତରେ ପ୍ରଥମ ଇଏସ୍ଡିଏମ୍ ଉଷ୍ମାୟନ କେନ୍ଦ୍ର ଅଟେ । ଉଦ୍ୟୋଗ ସଂଯୋଗୀକରଣ, ସମର୍ଥନ ସହାୟତା ଏବଂ ପରିବ୍ୟାପ୍ତତା ନିମନ୍ତେ ଭୁବନେଶ୍ୱର ଆଇଆଇଆଇଟି ଜ୍ଞାନ ଓ ବିଦ୍ୟାର ସହଭାଗୀ ହିସାବରେ ଏସ୍ଟିପିଆଇ ସହିତ ଅନୁବନ୍ଧିତ ହେବା ସହିତ ଇଣ୍ଡିଆ ଇଲେକ୍ଟ୍ରୋନିସ୍ ଏବଂ ସେମିକଣ୍ଡକ୍ଟର ଆସୋସିଏସନ୍ (ଆଇଇଏସ୍ଏ) କାର୍ଯ୍ୟାନ୍ୱୟ ସହଭାଗୀ ହିସାବରେ ଅନୁବନ୍ଧିତ ହୋଇଛି । ଭୁବନେଶ୍ୱରଠାରେ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମକୁ ୨୩ ଡିସେମ୍ବର ୨୦୧୯ ତାରିଖ ଦିନ ଓଡିଶା ଦକ୍ଷତା ବିକାଶ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚ୍ଚୀ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଏସ୍ଟିପିଆଇର ଡିଜି ଡକ୍ଟର ଓମ୍କାର ରାୟ, ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା, ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ।
ଏସ୍ଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନସ ପଣ୍ଡା, ଆଇଇଏସ୍ଏର ଅଧ୍ୟକ୍ଷ ଏବଂ ଇଂଟେଲ୍ ଇଣ୍ଡିଆର ସଂଚାଳନ ଏବଂ କୌଶଳ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜିତେନ୍ଦ୍ର ଚଢା, ଇପି ଭୁବନେଶ୍ୱରର ମୁଖ୍ୟ ସମର୍ଥକ ଏବଂ ସାଇବର୍ ମିଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ ଗୁପ୍ତା ଏବଂ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଉଦ୍ୟୋଗପତି ପ୍ରମୁଖ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ ଶୁଭ କରମଳରେ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ର ଅନ୍ଲାଇନ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା । ଇପି ସହ ଯୋଡି ହେବା ପାଇଁ ଷ୍ଟାର୍ଟଅପ୍, ଆଇଡିଏଟସ୍ ଏବଂ ନବପ୍ରବର୍ତକଙ୍କ ନିମନ୍ତେ ଅନ୍ଲାଇନ୍ ଆବେଦନ କରିବାର ପ୍ରକ୍ରିୟା ଏହି ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ର ଶୁଭ ଉଦ୍ଘାଟନ ଦିନଠାରୁ ଆରମ୍ଭ କରାଯାଇଥିଲା । ମହତ୍ୱପୂର୍ଣ୍ଣ ବିଷୟ ଏହାକି ଯେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ନିର୍ମାଣର ବିଶ୍ୱ ନେତୃତ୍ୱ ମେସର୍ସ୍ ଟେକ୍ସାସ୍ ଇନ୍ଷ୍ଟ୍ରୁମେଂଟ୍ (ଟିଆଇ) ଭୁବନେଶ୍ୱରଠାରେ ଉଦ୍ଘାଟିତ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ ସହିତ ଅନୁବନ୍ଧିତ ହେବା ପାଇଁ ଆଗ୍ରହ ପ୍ରକାଶ
କରିଛି । ଏସ୍ଟିପିଆଇ ସହଯୋଗରେ ଭୁବନେଶ୍ୱର ଇପିରେ ଯୋଡି ହୋଇଥିବା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ ନବପ୍ରବର୍ତକଙ୍କୁ ଜ୍ଞାନ, ସମର୍ଥନ ଓ ନେଟ୍ୱାର୍କ୍ ସୁବିଧା ପ୍ରଦାନ କରିବା ନିମନ୍ତେ ଏହି ଭାଗୀଦାରି ବ୍ୟବସାୟିକ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରରେ କରାଯିବ । ଟିଆଇ ଭାରତ ଏବଂ ବିଶ୍ୱର ଅନ୍ୟ ପ୍ରାସଙ୍ଗିକ ଜୈବ ସମାଜରେ ନେଟ୍ୱାର୍କିଂର ସୁବିଧାକୁ ପରିବ୍ୟାପ୍ତ କରିବା ସହିତ ବ୍ୟବସାୟ ଏବଂ ପ୍ରାଦ୍ୟୋଗିକି ସମ୍ପର୍କରେ ସୂଚନା ଏବଂ ପରାମର୍ଶ ପ୍ରଦାନ କରିବା ନିମନ୍ତେ ଏସ୍ଟିପିଆଇ ତରଫରୁ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବାକୁ ଥିବା ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ରେ ଉଦ୍ୟୋଗପତି, ନବପ୍ରବର୍ତକ ଏବଂ ଷ୍ଟାର୍ଟଅପ୍ଗୁଡିକ ସହିତ ଯୋଡି ହେବେ । ଇଲେକ୍ଟ୍ରୋନିକ୍ ଷିଷ୍ଟମ୍ର ଡିଜାଇନ୍ ଏବଂ ନିର୍ମାଣରେ ଅଭୀନବତା, ବୌଦ୍ଧିକ ସମ୍ପତିର ସୃଷ୍ଟି ଏବଂ ଇନ୍କ୍ୟୁବେଟସ୍ମାନଙ୍କୁ ଉକ୍ରୃଷ୍ଟ ମଂଚ ପ୍ରଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଇପି ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ଥିବା ଏସ୍ଟିପିଆଇ ଇଲାଇଟ୍ରେ ସଂସ୍ଥାପିତ ହେବ । ଏହି ଇପିକୁ ଅତ୍ୟାଧୁନିକ ପରୀକ୍ଷାଗାର, ପ୍ଲଗ୍ ଏବଂ ପ୍ଲେ ସୁବିଧା, ପ୍ରଯୁକ୍ତି ବିଦ୍ୟା ଓ ପ୍ରଭାବକ୍ଷେତ୍ର ବିଶେଷଜ୍ଞଙ୍କ ସୁବିଧା, ବ୍ୟବସାୟିକ ସମର୍ଥନ ନିମନ୍ତେ ରଣନୀତିକ ମାର୍ଗଦର୍ଶନ, ଫାବ୍ଲ୍ୟାବ୍ର ସୁବିଧା, ବୈଷୟିକ ପ୍ରଶିକ୍ଷଣ, ପାଣ୍ଠି ସଂଗ୍ରହ ସୁବିଧା ଏବଂ ନେଟ୍ୱାର୍କିଂ ସୁବିଧାରେ ସୁବ୍ୟବସ୍ଥିତ କରାଯାଇଛି । ଶିକ୍ଷା, ଶକ୍ତି, ପ୍ରକ୍ରିୟା ନିୟନ୍ତ୍ରଣ ଏବଂ ଔଦ୍ୟୋଗିକ ସଂଚାଳନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟତଃ ୪୦ ରୁ ୫୦ ଟି ଷ୍ଟାର୍ଟଅପ୍କୁ ଆଗାମୀ ପାଂଚ ବର୍ଷ ମଧ୍ୟରେ ଭୁବନେଶ୍ୱର ଇପି ସହିତ ସାମିଲ କରାଯିବ । ଏହା ବ୍ୟତୀତ କୃଷି, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସୁବିଧା ଏବଂ ସ୍ମାର୍ଟ ସହର ପରିଚାଳନା ସଂକ୍ରାନ୍ତୀୟ ଅଭିନବ ପରିକଳ୍ପନାଗୁଡିକୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଭୁବନେଶ୍ୱର ସ୍ଥିତ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କ୍ ମୁଖ୍ୟ ରୂପରେ ନିମ୍ନଲିଖିତ କାରଣଗୁଡିକ ନିମନ୍ତେ ଆଗ୍ରହୀ ।
 ଅଭିନବୀକରଣ ଏବଂ ଉଦ୍ୟମିତା ନିମନ୍ତେ ଏକ ସମଗ୍ର ପାରିସ୍ଥିତିକ ପ୍ରଣାଳୀର ନିର୍ମାଣ
 ବୌଦ୍ଧିକ ସମ୍ପତି ସୃଷ୍ଟିରେ ସହାୟତା
 ଉତ୍ପାଦର ଆଦିରୂପ ଏବଂ ବିକାଶକୁ ସହାୟତା ପ୍ରଦାନ ଏବଂ ଉତ୍ପାଦର ବ୍ୟବସାୟୀକରଣ
 ଦକ୍ଷ ଲୋକମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା
 ଶିକ୍ଷା, ଉଦ୍ୟୋଗ ଏବଂ ସରକାରଙ୍କ ଏକୀକରଣ ଏବଂ ସମାଜର ଅନ୍ୟ ଉପାଦାନ
 ପାରସ୍ପରିକ ସହଯୋଗ ନିମନ୍ତେ ନୂଆଦିଲ୍ଲୀ ଇପି ସହିତ ଜ୍ଞାନ ଏବଂ ସମ୍ବଳର ଆଦାନପ୍ରଦାନ
ଏହି ଅବସରରେ ଇଲେକ୍ଟ୍ରୋନିକ୍ ଡିଜାଇନ୍ ଏବଂ ବିନିର୍ମାଣ ନିମନ୍ତେ ଷ୍ଟାର୍ଟଅପ୍ ଓ ପାରିସ୍ଥିତିକ ସମାଜ ପ୍ରସ୍ତୁତ କରିବାର ଆବଶ୍ୟକତା ସମ୍ପନ୍ଧୀୟ ଏକ ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଇଏସ୍ଡିଏମ୍ ଉଦ୍ୟୋଗଗୁଡିକୁ ଓଡିଶାରେ କିପରି ସଶକ୍ତ କରାଯାଇପାରିବ ସେ ବିଷୟରେ କେଡେନ୍ସର ଶ୍ରୀଯୁକ୍ତ ଜେ ଏସ୍ ଆହୁଜା, ସେନ୍ଜୋପ୍ଟର ଡକ୍ଟର ସତ୍ୟ ଗୁପ୍ତା, ଟୋସେଲ୍ଭିର ଡକ୍ଟର ଭୀରାପାନ୍ ଭି, ନେସ୍ନାଲ୍ ଇନ୍ଷ୍ଟ୍ରୁମେଂଟ୍ର ଶ୍ରୀଯୁକ୍ତ ଅନୀଷ୍ ପଣ୍ଡାରୀ, ଇକ୍ୟୋର ଶ୍ରୀଯୁକ୍ତ ମୃଣାଳ ଦାସ ଏବଂ ଆଇଇଏସ୍ଏର ଉପ ସଭାପତି ଶ୍ରୀଯୁକ୍ତ ସନ୍ଦୀପ ଆରୋରା ପ୍ରମୁଖ ନିଜର ଲକ୍ଷ୍ୟ ଏବଂ ଅଭିମତ ପରିପ୍ରକାଶ କରିଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version