No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଷ୍ମୀପୁର :-> ଲଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟକ ଦିନ ହେଉଥିବା ମଦ ମୃତ୍ୟୁ, ବିନା Licence ରେ ମଦ ଦୋକାନ ଖୋଲିବା ତଥା ବେଆଇନ ମଦ କାରବାର ଦ୍ୱାରା ଅଞ୍ଚଳରେ ବିବାହିତ ମହିଳା ମାନେ ବହୁତ କମ ବୟସରେ ବିଧବା ହେବାରେ ସଂଖ୍ୟା ବଡ଼ିବାରେ ଲାଗିଛି l
ଏଣୁ ପୂର୍ବର BJD ସରକାର ବିରୋଧରେ କଟାକ୍ଷ କରି ମାନ୍ୟବର ଲଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ମହୋଦୟ ରାଜ୍ୟରେ ସମ୍ପୂର୍ଣ ମଦ ବନ୍ଦ କରିବା ସହ ଅଞ୍ଚଳରେ ପରିବାରର ସୁଖ ଓ ଶାନ୍ତି ଫେରେଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ l
No Result
View All Result