• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅନୁଗୁଳ

ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜ ଅନୁଗୋଳରେ ଖୋଲିଲା ରିଟେଲ ଷ୍ଟୋର

Proprietor Abhimanyu Maharana by Proprietor Abhimanyu Maharana
September 12, 2024
in ଅନୁଗୁଳ, ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜ ଅନୁଗୋଳରେ ଖୋଲିଲା ରିଟେଲ ଷ୍ଟୋର
Share on FacebookShare on TwitterWhatsapp

୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଅନୁଗୋଳ  :->  ସମଗ୍ର ଭାରତରୁ ସୁଲଭ ମୂଲ୍ୟରେ ଶାଢୀର ବ୍ୟାପକ ସମ୍ଭାର ରଖିବା ପାଇଁ ସୁପରିଚିତ ବେଙ୍ଗଲର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜ ଓଡ଼ିଶାର ଅନୁଗୋଳରେ ତାହାର ନୂଆ ଷ୍ଟୋର ଉଦ୍‌ଘାଟନ କରିଛି । ଷ୍ଟୋରକୁ ଇଣ୍ଡିଆନ ସିଲ୍‌କ ଏଜେନ୍ସିଜର ପ୍ରତିଷ୍ଠାତା ପ୍ରତିଭା ଦୁଧୋରିଆ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପ୍ରତିଭା ଦୁଧୋରିଆ ଉଲ୍ଲେଖ କରିଥିଲେ ଯେ, ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳର ପୃଷ୍ଠଭୂମିକୁ ନେଇ ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜ ପୂର୍ବ ଭାରତରେ ସର୍ବବୃହତ ସିଲ୍‌କ ଶାଢୀର ରିଟେଲ ଚେନ୍ ହୋଇଛି ।

ଏହି ବ୍ରାଣ୍ଡ୍ ନିଜର ମାନ, କାରିଗରୀ ଏବଂ ଗ୍ରାହକ ସେବା ନିମନ୍ତେ ପ୍ରତିବଦ୍ଧତା ପାଇଁ ସୁପରିଚିତ । ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜର ଲକ୍ଷ୍ୟ ହେଉଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ଯୋଗାଇଦେବା । ଏକ ଦ୍ରୁତ ସମ୍ପ୍ରସାରଣଶୀଳ ରିଟେଲ ଚେନ୍ ଭାବରେ ଆମେ ଆମର ଗ୍ରାହକଙ୍କୁ ସର୍ବୋତମ ଉତ୍ପାଦ ଏବଂ ସେବା ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ । ସମଗ୍ର ଦେଶରେ ରିଟେଲ ଉପସ୍ଥିତି ସ୍ଥାପନ ପ୍ରତିବଦ୍ଧତା ନେଇ ଆମେ ଆମର ଗ୍ରାହକଙ୍କ ଆଶୀର୍ବାଦ ସହିତ ଆଗକୁ ବଢିବା ଏବଂ ସମ୍ପ୍ରସାରଣ କରିବାକୁ ଯାଉଛୁ ।
ସେ କହିଥିଲେ ଯେ ପ୍ରତ୍ୟେକଟି ଶାଢୀ ସହିତ ଆମେ ଦଶନ୍ଧି ଦଶନ୍ଧି ଧରି ରହିଆସିଥିବା ଆମର ପରମ୍ପରାକୁ ଆଗକୁ ନେଉଛୁ ।

ଏହା କାରିଗରୀ, ସୃଜନଶୀଳତା ଏବଂ ସାଂସ୍କୃତିକ ଗୌରବର ପରମ୍ପରା । ଆମେ ଅନୁଗୋଳରେ ଆମର ଯାତ୍ରା ଆରମ୍ଭ କରୁଥିବାବେଳେ ନୂତନ ସ୍ମୃତି ସୃଷ୍ଟି କରିବା ଏବଂ ନୂତନ ସଫଳତା ହାସଲ ନିମନ୍ତେ ଆଶା ରଖୁଛୁ । ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜର ଡାଇରେକ୍ଟରବୃନ୍ଦ ଦର୍ଶନ ଦୁଧୋରିଆ ଏବଂ ଲିପିକା ଦୁଧୋରିଆ କହିଥିଲେ ଯେ, ମାନ ଓ କାରିଗରୀ ଉପରେ ଆମର ଦୃଷ୍ଟିନିବଦ୍ଧ ରହିଥିବାରୁ ଆମେ ଅତି ସୁନ୍ଦର କପଡା ଏବଂ ବୟନସାମଗ୍ରୀ ସମଗ୍ର ଭାରତର ବୁଣାକାର ସମୁଦାୟଙ୍କ ସହିତ ନିବିଡ ଭାବରେ ଯୋଡି ହୋଇଛୁ ।

ବାରଣାସୀର ମନୋରମ ସିଲ୍‌କ ଶାଢୀ ଠାରୁ ନେଇ ପଶ୍ଚିମ ବଙ୍ଗର ଆକର୍ଷଣୀୟ ବାଲୁଚରି ଶାଢୀ ପର୍ଯ୍ୟନ୍ତ ପ୍ରତ୍ୟେକଟି ଆମ ସୋ ରୁମ୍ ଥାକରେ ରହିଛି ଯାହା ଏକ ଅନନ୍ୟ ଗାଥାକୁ ବର୍ଣ୍ଣନା କରୁଛି ଏବଂ ଉକ୍ତ ଅଂଚଳର ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଛି । ଇଣ୍ଡିଆନ ସିଲ୍‌କ ହାଉସ ଏଜେନ୍ସିଜ ଏଭଳି ଏକ ମଂଚ ଯାହା ଭାରତୀୟ ନିଜସ୍ୱ ମୂଳ ପରିଧାନ ନିମନ୍ତେ ଏକକ ସ୍ଥାନ ଭାବରେ ସେବା ଯୋଗାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version