No Result
View All Result
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ପୌର ପରିଷଦ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ମୋ ବସ୍ ସେଜ୍ୟ ଅବସ୍ଥାରେ ମରାମତି ଅବହେଳା ଯୋଗୁଁ,ଆଜକୁ ୧୦ ଦିନରୁ ଉର୍ଦ୍ଧ ହେବ ଯାତ୍ରୀମାନଙ୍କୁ ଅସନ୍ତୁଷ୍ଟ କରୁଛନ୍ତି। ଗୁଣପୁର ଠାରୁ ଆବାଡା ଗ୍ରାମପଞ୍ଚାୟତ, ଯଥୋଚିତ ଭାବେ ଜଲ୍ ତାର୍ ଗ୍ରାମପଞ୍ଚାୟତ,ଟଲଣା ଗ୍ରାମପଞ୍ଚାୟତ,ଫୁଟ୍ଟାସିଂ ଗ୍ରାମ ପଞ୍ଚାୟତ,ଶଗଡା ଗ୍ରାମପଞ୍ଚାୟତ, ଆବାଡା ଗ୍ରାମପଞ୍ଚାୟତ, ଅବସ୍ଥିତ ଏହି ୦୫ ଗୋଟି ଗ୍ରାମପଞ୍ଚାୟତର ଯାତ୍ରୀମାନଙ୍କୁ ଅସନ୍ତୋଷ ମନ ଭାବ ହୋଇ ପଡିଛି। କାରଣ ଗତ ଦିନ ଠାରୁ ଆଜକୁ ୧୦ ଦିନ ହେବ ମୋ ବସ୍ ସେଜ୍ୟ ଅବସ୍ଥାରେ ପଡି ରହିଥିବା ବେଳେ ଯାତ୍ରୀମାନଙ୍କୁ ଅସୁବିଧାର କାରଣ ହେଉଛନ୍ତି ।
ମୋ ବସ୍ ର ଅବହେଳା ଯୋଗୁଁ ମରାମତି କାର୍ଯ୍ୟ ହୋଇ ପାରୁ ନ ଥିବା ବେଳେ ପଞ୍ଚାୟତ ଗ୍ରାମବାସୀଙ୍କୁ ବହୁତ ଦୁଃଖିତରେ ଜନ୍ମିଛି । ପାହାଡିଆ ଅଞ୍ଚଳରେ ବସ ବାସ ଯାତ୍ରୀମାନଙ୍କୁ ବସ୍ ର ଚଳାଚଳ ନଥିବା ବେଳେ ମୋ ବସ୍ ସାହା ଭରଷା ୦୫ ଗୋଟି ଗ୍ରାମପଞ୍ଚାୟତର ଯାତ୍ରା ପଥ ମଧ୍ୟରେ ଜନସାଧାରଣଙ୍କୁ ଅସୁରକ୍ଷିତ ମନ ଭାବ । ମୋ ବସ୍ ସପ୍ତାହକୁ ୦୨/୦୩ ଦିନ ବସ୍ ଚାଲି ଥିବା ବେଳେ ୦୪/୦୫ ଦିନ ବ୍ଲକ୍ କାର୍ଯ୍ୟାଳୟରେ ଶୋଇ ପଡୁଛି। ତେଣୁ ଯାତ୍ରୀମାନଙ୍କୁ ବହୁତ ଅସୁବିଧାର କାରଣ କଷ୍ଟରେ ଯାତ୍ରା ପଥ ପାଇଁ ସମ୍ମୁଖୀନ ହେଉଛନ୍ତି । ଏଣୁ ମୋ ବସ୍ ର ଶୀଘ୍ର ମରାମତି କାର୍ଯ୍ୟ କଲେ,ପଞ୍ଚାୟତ ଗ୍ରାମ ବାସୀଙ୍କୁ ଯାତ୍ରା ପଥ ସୁବିଧା ହୋଇ ପାରିବେ ।
ଆଜିକା ଦିନ ତମାମ୍ ମଧ୍ଯରେ ମାଝୀ ସରକାରଙ୍କ ଯୋଜନାରୁ ମାଆମାନଙ୍କୁ ଅତ୍ଯଧିକ ଗୁଣପୁର ଯାତ୍ରା ପଥ ପାଇଁ ସୁବିଧା ଜନକ ପାଇ ପାରିବେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବା ପାଇଁ ମାଆମାନେ ଆବେଦନ କରିବା,ଯାତ୍ରା ପଥ ପାଇଁ ବିକଳରେ ଅନ୍ତ ସନ୍ତଃ ହେଉଛନ୍ତି। ପାହାଡିଆ ଅଞ୍ଚଳରେ ବିଏସ୍ ନେଲ୍ ନେଟ୍ଓ୍ୱାର୍କ ଏକ ମାତ୍ର ଭରସା ବେଳେ ରେଞ୍ଜ୍ ନାହିଁ ନ ଥିବା ଅସୁବିଧା ସର୍ଭର୍ ରହିଛି । ୪୦/୫୦ କିଲୋମିଟର ଦ୍ବରତାରେ ରହିଛି ଗୁଣପୁର ସହରକୁ ସୁଭଦ୍ରା ଯୋଜନାର ଆବେଦନ ଜନ ସେବା କେନ୍ଦ୍ରରେ ଆଧାର ସହ ଯୋଡିତ ମୋବାଇଲ୍ ନମ୍ବର ସଂଲଘ୍ନ ନିମନ୍ତେ ଗାଡି ଘୋଡା ଯାହାନ,
ବାହନ ଅସୁବିଧା ଏହି ପାହାଡିଆ ଅଞ୍ଚଳବାସୀଙ୍କ ଖରା,ବର୍ଷାରେ ବିକଳରେ କାନ୍ଦି,କାନ୍ଦି ଥିବା ମାଆମାନଙ୍କ ଆଖିର ଲୁହ ପୋଚିବା ଅସମ୍ଭବ ହୋଇ ପଡି ଥାନ୍ତି। ଯଥାଚିତ ମୋ ବସ୍ ର ମ୍ୟାନେଜର୍ ଯଥା ସମ୍ଭବ ଶୀଘ୍ର ମରାମତି ସହ ଏହି ୦୫ ଗୋଟି ଗ୍ରାମପଞ୍ଚାୟତର ଯାତ୍ରୀବାହିନୀଙ୍କ ଦୁଃଖ ଜାଣନ୍ତି ମୋ ବସ୍ ର ଦ୍ରୁଷ୍ଟିରେ ରଖି ମରାମତି କଲେ,ଜନ ସାଧାରଣ ଙ୍କ ମୋ ବସ୍ ସାହା ଭରସା ଅପେକ୍ଷାକୃତ ଏରିଆର ଲୋକ ପରିବାର ଗ୍ରାମବାସୀ ବଞ୍ଚିତ ହେବେ ।
No Result
View All Result