ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟଚିକିତ୍ସାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ କାଯ୍ୟକ୍ରମର ଷଷ୍ଠ ଦିନରେ ଜିତେନ୍ଦ୍ର ନାରାୟଣ ସିଙ୍ଗ ଦେଓ ଏବଂ ସଚ୍ଚିଦାନନ୍ଦ ମହାଖୁଡ଼ଙ୍କ ସହଯୋଗରେ 123 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଉକ୍ତ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିରରେ ବିଜେଡିର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଭବାନୀ ମିଶ୍ର, ଋତୁରାଜ ମାଝୀ, କପିଳାସ ନାଏକ,
ସେନାପତି ନାଏକ, ମାଣିକ୍ୟ ନାଏକ, ଲାଞ୍ଜିଗଡ ବ୍ଲକ ଚେୟାରମ୍ୟାନ ଫକୀର ମାଝୀ, ଜୟପାଟଣା ମିନିକେତନ ପୂଝାରୀ, ସୀତାରାମ ନାଏକ, ଯୋଗେନ୍ଦ୍ର ପ୍ରଧାନ, ସୁମନ୍ତ ଦାସ, ଦୁର୍ଯ୍ୟ ବଗର୍ତ୍ତ, ସୁକୃ ନାଏକ, ଛାତ୍ର ସଭାପତି ଅବିନାଶ ଠାକୁର, ଚିତ୍ତରଞ୍ଜନ ମଣ୍ଡଳ, ନଗର ସଭାପତି ଧବଳେଶ୍ୱର ମହାପାତ୍ର, ପ୍ରଶାନ୍ତ ନାଏକ, ଭବାନୀଶଙ୍କର ନିଆଲ, ଆଦିତ୍ୟ ନନ୍ଦ, ରବି ପଟ୍ଟନାୟକ, କୁନମୁନ ଦାସ, ଅରୂପ ବିଶୋଇ, ସୁନୀଲ ଗହୀର, ପ୍ରମୁଖ ନିଜର ବହୁମୂଲ୍ୟ ସମୟ ଦେଇ ଏହି ରକ୍ତଦାନ ଶିବିରକୁ ସାଫଲ୍ୟ କରିଥିଲେ l (ରିପୋର୍ଟ – ଶ୍ରୀ ଛାୟାକାନ୍ତ ନାଏକ )