No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଆନ୍ତର୍ଜାତିକ ସ୍ତରରେ ଶାନ୍ତି, ସଂହତି ଏବଂ ଭାତୃତ୍ବ ପ୍ରତିଷ୍ଠା ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ୱାର୍ଲ୍ଡ ହୋମ ଇଣ୍ଟରନ୍ୟାସନାଲ ଦ୍ୱାରା ସ୍ଥାପିତ ପ୍ରଥମ ଇଣ୍ଡିଆନ୍ ଆଇକନ ପୁରସ୍କାର ଭୁବନେଶ୍ଵରର ବୁଦ୍ଧ ମନ୍ଦିରଠାରେ ନୂଆଁଖାଇ ପର୍ବ ପାଳନ ଅବସରରେ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନଙ୍କଠାରୁ ଗ୍ରହଣ କରୁଛନ୍ତି ।
ପାର୍ଶ୍ୱରେ ବିଶିଷ୍ଟ ସାହିତ୍ୟିକ ଦେବୀ ପ୍ରସନ୍ନ ପଟ୍ଟନାୟକ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ଯ ଏବଂ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ଅଧ୍ଯକ୍ଷ ସୁଶାନ୍ତ କୁମାର ସାବତ ଉପସ୍ଥିତ ଅଛନ୍ତି।
No Result
View All Result