ରାଜସୁନାଖଳା ଗଣେଶ ମହୋତ୍ସବ ସମସ୍ତଙ୍କ ମନମୋହିଲା

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଆଜି ପବିତ୍ର ଗଣେଶ ଚତୃଥୀ ଉପଲକ୍ଷେ ବୋଲଗଡ଼ ଅଞ୍ଚଳର ସମସ୍ତ ସରକାରୀ,ବେସରକାରୀ ଶିକ୍ଷା ଅନୁଷ୍ଠାନ, ସମସ୍ତ ସରକାରୀ କାର୍ଯ୍ୟାଳୟ, ସମସ୍ତ କ୍ଳବ, ପାଠାଗାର, ମହିଳା ସମିତି, ସମସ୍ତ ବଣିକ ସଙ୍ଘ ଓ ସମସ୍ତ ଗ୍ରାମଗୁଡିକରେ ବିଘ୍ନ ବିନାୟକ ପୂଜା ଶନିବାର ଦିନ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅ ଛି !
















