• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଶାମୁକ୍ତ ନିମନ୍ତେ ପୁରୀରୁ ଶଙ୍ଖନାଦ ଆରମ୍ଭ ମଦ ଟୁଙ୍ଗି କବିରୋଧ ରେ ୪୦ ରୁ ଉର୍ଦ୍ଧ ସଙ୍ଗଠନ

Proprietor Abhimanyu Maharana by Proprietor Abhimanyu Maharana
September 5, 2024
in ଓଡ଼ିଶା, ପୁରୀ, ହୋମ୍
0
ନିଶାମୁକ୍ତ ନିମନ୍ତେ ପୁରୀରୁ ଶଙ୍ଖନାଦ ଆରମ୍ଭ ମଦ ଟୁଙ୍ଗି କବିରୋଧ ରେ ୪୦ ରୁ ଉର୍ଦ୍ଧ ସଙ୍ଗଠନ
Share on FacebookShare on TwitterWhatsapp

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ରାଜ୍ୟ ସରକାରଙ୍କ ନୂତନ ମଦ ଟୁଙ୍ଗି ଖୋଲାଯିବ ନିଷ୍ପତି ବିରୋଧରେ ପୁରୀ ବଡଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ୪୦ ରୁ ଉର୍ଦ୍ଧ ସଙ୍ଗଠନ କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ବୈଠକ ର ଅବହାକ ସ୍ଵାଧୀନ କୁମାର ପଣ୍ଡା ଆରମ୍ଭ ରେ କହିଥିଲେ ଯେଭଳି ଗଙ୍ଗା ଆମର ମା ସେହିଭଳି ମହାନଦୀ, ଋଷିକୂଲ୍ୟା, ଭାର୍ଗବୀ ଆଦି ନଦୀ ଆମର ମା ନଦୀ କୁଳରୁ ଜନବସତି ଆରମ୍ଭ ଓ ନଦୀ କୁଳରୁ ତୀର୍ଥକ୍ଷେତ୍ର ସୃଷ୍ଟି , ସମୁଦ୍ର କୁ ଆମେ ଦେବତା ରୁପ ପୂଜାକରୁ ମହାଲକ୍ଷ୍ମୀ ଙ୍କ ବାପ ଘର, ଭାରତ ବର୍ଷ ରେ ତୀର୍ଥକ୍ଷେତ୍ର ରୁପେ ଓଡ଼ିଶା ର ସ୍ୱତନ୍ତ୍ର ପରିଚୟ ରହିଛି l

ସନାତନି ର ଦ୍ୱାହି ଦେଇ ମଦମୁକ୍ତ ଓଡ଼ିଶା ଗଠନ ର ପ୍ରତିଶୃତି ଦେଇ ଭାରତୀୟ ଜନତା ପାର୍ଟି ସରକାର କୁ ଆସିଲା ପରେ ସମୁଦ୍ର କୁଳ, ନଦୀ କୂଳ ଓ ଡ୍ୟାମ କୁଳରେ ମଦ ର ଟୁଙ୍ଗି ଖୋଲାଯିବା ପ୍ରସ୍ତାବ କେବେବି ଗ୍ରହଣ କରାଯିବ ନାହିଁ। ଓଡ଼ିଶା ଯୁବ ଚେତନା ସଂଗଠକ ବଦ୍ରି ମିଶ୍ର ବୈଠକ ରେ ସଭାପତିତ୍ବ କରି କହିଥିଲେ ପୁରୀ ବିଧାୟକ, ସାଂସଦ ମଦ ର ଟୁଙ୍ଗି ବିରୋଧ କରିବା ସହ ସାଧାରଣ ଜନତା ଙ୍କ ସହ ରହି ସ୍ବର ଉତ୍ତୋଳନ କରନ୍ତୁ ନଚେତ ନୈତିକତା ଦୃଷ୍ଟିରୁ ନିଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରଘୁନାଥ ମହାପାତ୍ର ନିଜ ବକ୍ତବ୍ୟ ରଖି କହିଲେ ଓଡ଼ିଆ ଅସ୍ମିତ କହି ଭୋଟ ନେବା କିନ୍ତୁ ଓଡ଼ିଆ ଙ୍କ ପାଇଁ କିଛି ନ କରିବା, ମଦ ଟୁଙ୍ଗି କୁ ତୀବ୍ର ବିରୋଧ ହେବ ୮୬ ବର୍ଷ ବୟସରେ ମୁ ମଧ୍ୟ ଯୁବକ ହୋଇ ଆଗରେ ଠିଆ ହେବି। ଏଠି ଆମ ଧର୍ମ ସଂସ୍କୃତ ବଞ୍ଚିବ ନା ବିଦେଶୀ ଙ୍କ ମନୋରଞ୍ଜନ କରିବା ।

ଆମ ଆଦମୀ ପାର୍ଟି ର ପୁରୀ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଥିଲେ ପୁରୀ କୁ ତୀର୍ଥ କ୍ଷେତ୍ର ଓ ଧାର୍ମିକ କ୍ଷେତ୍ର ରେ ଉନ୍ନତି କରନ୍ତୁ ଫଳର ରାଜସ୍ୱ ଆସିବ ମଦରେ ରାଜସ୍ୱ ଦରକାର ନାହି। ମିଶନ ଓଡ଼ିଶା ସମ୍ପାଦକ ମଧୁସୂଦନ ମିଶ୍ର କହିଥିଲେ ଏଠି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଯଦି ପୁରୀ ଭଳି ତୀର୍ଥକ୍ଷେତ୍ର ରେ ମଦ ର କୁଡ଼ିଆ ଖୋଲାଯାଏ ତେବେ ପ୍ରତ୍ୟେକ ଦୀନ ପାଳି କରି ମଦ ଦୋକାନ ଆଗରେ ଧାରଣା ଦେବୁ ବିଜେଡ଼ି ସରକାର ସମୟରେ ମଧ୍ୟ ମଦ ର କୁଡ଼ିଆକୁ ବିରୋଧ କରାଯାଇ ଥିଲା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସେ ସମୟରେ କହିଥିଲେ ଦେବଭୂମିକୁ ଭୋଗ ଭୂମି କରାନଯାଉ। ତପୋଭୂମି ଟ୍ରଷ୍ଟ ଚିତରୁପା ଷଡ଼ଙ୍ଗୀ ମତ ଦେଇ କହିଥିଲେ ସ୍କୁଲ ପିଲାଙ୍କ ମତ ମଦ ଯଦି ଖରାପ୍ ତେବେ ସରକାର କାଈ ମଦ ଦୋକାନ ଖୋଲୁଛନ୍ତି। କିଛି ନେସ୍ତ ସ୍ବାର୍ଥ ଭକ୍ତି ଙ୍କ ସ୍ବାର୍ଥ ଯୋଗୁ ଅଭଳି ପରିସ୍ଥିତି ଘଟୁଛି।ପୁରୀ ବାର ଆସୋସିଏସନ୍ ସହ ସଂପାଦକ ଅଧିବକ୍ତା ବିଶ୍ୱଜିତ୍ ପ୍ରଧାନ ମତ ଦେଇ କହିଥିଲେ ପଶ୍ଚିମବଙ୍ଗରେ କିଭଳି ମଦ କୁ ନେଇ ଏକ ଜଘନ୍ୟ ଘଟଣା ଘଟିଗଲା, ସନାତନ ର ଦ୍ୱାହି ଦେଇ ବିଜେପି ସରକାର କିଭଳି ପାଶ୍ଚାତ୍ୟ ସଭ୍ୟତା କୁ ଗ୍ରହଣ କରୁଛନ୍ତି ।

ଦରକାର୍ ପଡ଼ିଲେ ଅମେ ବଳିଦାନ ଦେବାକୁ ପ୍ରସ୍ତୁତ କିନ୍ତୁ ଓଡିଶାରେ ମଦ ର ଟୁଙ୍ଗି ଖୋଲାଇ ଦେବୁ ନାହି। ପଣ୍ଡିତ ହରିଶଙ୍କର ମିଶ୍ର କହିଥିଲେ ପୁରୀ ଅଶାନ୍ତ ହେବା ପଛରେ ସରକାର, ଜାହା କେବେ ହେଲେ କରେଇ ଦିଅ ଯିବ ନାହିଁ। ଭଏସ୍ ଅଫ କମନ୍ ମ୍ୟାନ ଆବାହକ ହେକ୍ଟର ମିଶ୍ର କହିଥିଲେ ନିଶାର ବଳୟ ମଧ୍ୟରେ ଏବେ ପୁରୀ ସହର ଯାହାର ନଗ୍ନ ଉଦାହରଣ ତାଳବଣିଆ ରେ ଖୋଲା ଖୋଲି ନିସା ବେପାର ଓ ନାବାଳକ ମାନେ ନିଶାରେ ଉଗ୍ର ହୋଇ ନିର୍ଭୟରେ ଭିଡିଓ କରି ରାଜରାସ୍ତାରେ ଲୋକଙ୍କୁ ଜୀବନରେ ମାରିଦେଉଛନ୍ତି ।ଜଗନ୍ନାଥ ଦେଓ ମତରେ ଯଦି ଓଡ଼ିଶା ର ଖଣି, ପାଣି ରୁ ଠିକ୍ ସେ ରାଜସ୍ୱ ଆଦାୟ ହୁଅନ୍ତା ତେବେ ମଦ ର ରାଜସ୍ୱ ଆବଶ୍ୟକତା ନାହିଁ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ର ସଦସ୍ୟ ମଳୟ ତ୍ରିପାଠୀ ନିଜ ବାକ୍ତବ୍ୟ ରେ କହିଥିଲେ ଯଦି ମଦ ର ଟୁଙ୍ଗି ଖୋଲିବାରେ ଅଛି ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଙ୍କ ଘର ଆଗରେ ଖୋଲନ୍ତୁ ସଚିବାଳୟ ରେ ଖୋଲନ୍ତୁ । ଗାଁ କୁ ରାସ୍ତା ନାହିଁ ବିଜୁଳି ନାହି ପାଣି ନାହିଁ କିନ୍ତୁ ମଦ କୁଡ଼ିଆ କଣ ପାଇ ।

ସେହି ଭଳି ମୋନା ର ଉପସଭାପତି କହିଥିଲେ ମଦ ଯଦି ବନ୍ଦ ହୁଏ ତେବେ ଅଧେ ଡ଼ାକ୍ତର ଖାନ ଓ ଥାନା ବନ୍ଦ ହୋଇଯାଆନ୍ତି। ମଦ ର ଅପକାରିତା ବିଷୟରେ ସ୍କୁଲ ର ପାଠ୍ୟକ୍ରମରେ ରଖାଯାଉ । ପ୍ରଫେସର ମହାପାତ୍ର କହିଥିଲେ ଶଙ୍ଖ କ୍ଷେତ୍ର ରୁ ଶଙ୍ଖ ନାଦ ହେଉ ଜୟ ଜଗନ୍ନାଥ କହି ପୁରୀ ଆସନ୍ତୁ, ଜୟ ମଦ କହି ନଆସନ୍ତୁ। ଚାରିଧାମ ରୁ ମଦ ବନ୍ଦ ହେଉ। ପୂର୍ବତମ ସେନା ଅଧିକାରି ପବିତ୍ର ଦଳେଇ କହିଥିଲେ ଜଗନ୍ନାଥ ସଂସ୍କୃତି କୁ ଭସ୍ମ କରିବା ପାଇଁ ଲାଗିଛି ବିଜେପି ସରକାର ଅସାମାଜିକ ଆଜି ଶାନ୍ତିରେ ବୁଲୁଛନ୍ତି, ସାଧାରଣ ଲୋକେ ଶାନ୍ତିରେ ନାହାନ୍ତି। ଉତ୍କଳ ବିଦ୍ୟୋତ ପାରିଷଦ ସଭାପତି ମନୋଜ ରଥ କହିଥିଲେ ନିର୍ବାଚନ ସମୟରେ ମଦରେ ଉବୁଟୁବୁ ହେଉଛି ଓଡ଼ିଶା ପୋଲିସ ନିଜେ ନିର୍ବାଚନ ସମୟରେ ନେତାଙ୍କ ଘରେ ମଦ ପହଞ୍ଚାଉଛି। ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସଂପାଦକ ଚକ୍ରଧର ମହାପାତ୍ର କହିଥିଲି ମଦ ଦୋକାନୀ ନିଜ ଟାର୍ଗେଟ ଫିଲପ୍ ଓ ଅଧିକ ଆୟ ନିମନ୍ତେ ହତଗୁଞ୍ଜା ଦେଇ ଗ୍ରାମାଞ୍ଚଳ ରେ ନିଜର ମଦ ବେପାର କରୁଛନ୍ତି। ପ୍ରାୟ ୭୫ ଭାଗ ବିଧାୟକ, ସାଂସଦ ମଦୁଆ,ଭୁବନେଶ୍ୱର କ୍ଳବ୍ ବ୍ୟୁରୋକାଟ ମଦୁଆ ଙ୍କ ଆଡା ସ୍ଥଳୀ। ତେବେ ମଦର ପ୍ରୋତ୍ସାହନ ପଛରେ ଉଭୟ ରାଜନୀତିକ ଦଳର ନେତା ଓ ଅଫିସର ଦାୟି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version