No Result
View All Result
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସୋମବାର ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ଯୁବକ ଜଣଙ୍କ କୁରୁଜଙ୍ଗ ପଞ୍ଚାୟତ ବାମରା ଗ୍ରାମର ଚିତ ରଞ୍ଜନ ବେହେରା ବୋଲି ସୁଚନା ମିଳିଛି ।ପ୍ରକାଶଯେ ସୋମବାର ଚିତ୍ତରଞ୍ଜନ କୋଣାର୍କରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବାଲିଦୋକାନ ନିକଟ ଖରିପଦା ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା
ଚିତ୍ତରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ବେଳେ ସ୍ଥାନିୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଖବର ପାଇ କୋଣାର୍କ ପୋଲିସ ସବକୁ ଜବତ କରି ତଦନ୍ତ ଜାରି ରଖିଛି ।
No Result
View All Result