No Result
View All Result
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ/ବାରିପଦା :-> ଓଡିଶା ଡ୍ରାଇଭର ମହାସଂଘ ର ନିର୍ଦେଶ ଅନୁଯାୟୀ ପୁଜା ପାଠ କରି । ସେପ୍ଟେମ୍ବର 1 ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳ ଡ୍ରାଇଭର ଙ୍କୁ ନିଜେ ନିଜର ସୁରକ୍ଷା ସହିତ ସମାଜର ସେବା କରିବା ଓ ନିଶା ପାଣି ଖାଇ ଗାଡ଼ି ଚଲେଇବା ନାହିଁ। ଭଳି ଅନେକ ଉପଦେଶ ଦେଇଥିଲେ। ଏଥିରେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତର ଡ୍ରାଇଭର ଭାଇମାନେ ଉପସ୍ତିତ ଥିଲେ। ଡ୍ରାଇଭର ସଂଘ ସଭାପତି ବିନୋଦ ଲହାର ଓ ସମ୍ପାଦକ ପାର୍ଥସାରଥି ମହାନ୍ତଙ୍କ ନେତୃତ୍ଵରେ ଏକ ବିଶାଳରେଲି ପାଲ ବଣି ବାଇପାସ ଛକରୁ ବାହାରୀ ସହର ପରିକ୍ରମା କରିଥିଲେ।
ଓ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 1 ତାରିଖକୁ ରାଷ୍ଟ୍ରିୟ ଡ୍ରାଇଭର ଦିବସ ରୁପେ ପାଳନ ପାଇଁ ନିଷପତି ନେଇଥିଲେ । ବର୍ତ୍ତମାନର ଲୋକପ୍ରିୟ ସରକାରଙ୍କ ପାଖରେ କିଛି ଦାବି ରଖିଛନ୍ତି। ସେପ୍ଟେମ୍ବର ୧କୁ ଜାତୀୟଡ୍ରାଇଭର ଦିବସ ପ୍ରତ୍ୟେକ ଡ୍ରାଇଭରଙ୍କୁ ଆବାସ ଯୋଜନାରେ ସାମିଲ ହିଟ ଓ ରାନ ନିମୟକୁ କାର୍ଯ୍ୟକାରୀ କରା ନ ଯାଉ ୬୦ବର୍ଷ ପରେ ବୃତ୍ତିଗତ ଡ୍ରାଇଭରଙ୍କୁ ଭତ୍ତା ଡ୍ରାଇଭର ସୁରକ୍ଷା ଆଇନ ରାସ୍ତାରେ ପାର୍କି.ଶୌଚାଳୟ,ବିଶ୍ରାମା ଗାର ଅଟୋ ଡ୍ରାଇଭରଙ୍କୁ ଏଥିରେ ସାମିଲ କରା ଯାଉ ପ୍ରତ୍ୟେକ ଖଣି, ଖାଦାନ, କାରଖାନାରେ କାମ କରିବାର ସୁଯୋଗ ଦିଆଯାହା l
No Result
View All Result