• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାମଲା ଚାପିବାକୁ ପୀଡିତାଙ୍କୁ ଥାନା ଅଧିକାରୀ ଦେଉଥିଲେ ଧମକ – ଖଣ୍ଡଗିରି ଥାନାରେ ଥାର୍ଡଡିଗ୍ରୀ

Proprietor Abhimanyu Maharana by Proprietor Abhimanyu Maharana
August 29, 2024
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମାମଲା ଚାପିବାକୁ ପୀଡିତାଙ୍କୁ ଥାନା ଅଧିକାରୀ ଦେଉଥିଲେ ଧମକ – ଖଣ୍ଡଗିରି ଥାନାରେ ଥାର୍ଡଡିଗ୍ରୀ
Share on FacebookShare on TwitterWhatsapp

ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଖଣ୍ଡଗିରି ଥାନାରେ ଅଭିଯୋଗକାରୀ ଜଣେ ମହିଳାଙ୍କୁ ମାଡ ମାରିବା ଘଟଣାରେ ଡିସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଲକ୍ଷ୍ମୀ ପୁଣି ପାଲଟା ଅଭିଯୋଗ କରିବାକୁ ଶନିବାର ରାତି ୯ଟାରେ ଯାଇଥିଲେ । କାର୍ଯ୍ୟରେ ଥିବା ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନ ତାଙ୍କ ଅଭିଯୋଗ ନ ରଖି ଫୋପାଡି ଦେଇଥିବା ଲକ୍ଷ୍ମୀ ଅଭିଯୋଗ ଆଣିଥିଲେ ।

୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଖଣ୍ଡଗିରି ଥାନାରେ ଅଭିଯୋଗକାରୀ ଜଣେ ମହିଳାଙ୍କୁ ମାଡ ମାରିବା ଘଟଣାରେ ଡିସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥିସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏହି ଘଟଣାକୁ ଚପାଇଦେବାକୁ ଏସିପି ଓ ଥାନା ଅଧିକାରୀ ପୀଡିତାଙ୍କ ଉପରେ ଚାପ ପକାଇବା ସହ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ସରକାର ପୋଲିସ ଜନତାଙ୍କ ସେବକ ବୋଲି କହୁଥିବା ବେଳେ ଥାନାରେ ଏଭଳି ନିର‌୍ୟାତନା ‘କଥା ଓ କାମ’ ଭିତରେ ଫରକକୁ ପଦାରେ ପକାଇ ଦେଇଛି ।

ସୂଚନା ଅନୁସାରେ, ଖଣ୍ଡଗିରି ଥାନା ନିକଟସ୍ଥ ତପୋବନବସ୍ତି ବରବାରିରେ ରାଜୁ ଡାକୁଆଙ୍କ ପତ୍ନୀ ଲକ୍ଷ୍ମୀ ଡାକୁଆ ରୁହନ୍ତି । ଲକ୍ଷ୍ମୀଙ୍କ ଘର ସମ୍ମୁଖ ପ୍ରାଇଭେଟ ପ୍ଳଟରେ ଅମୀୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଭଡାରେ ରୁହନ୍ତି । ଗତ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଅମୀୟ ତାଙ୍କର ଏକ ୱାଗନର କାରକୁ ରାସ୍ତା ପାଶ୍ୱର୍ରେ ରଖିଥିଲେ । ଯାହାକି ଯିବା ଆସିବା ପାଇଁ ସମସ୍ତଙ୍କୁ ଅସୁବିଧା ହୋଇଥିଲା । ଲକ୍ଷ୍ମୀଙ୍କ ବାଇକ ଯିବା ପାଇଁ ଅସୁବିଧା ହେବାରୁ ସେ ଘର ମାଲିକଙ୍କୁ ଡାକିଥିଲେ । ହେଲେ ସେ ଆସିନଥିଲେ । ତାର କିଛି ସମୟ ପରେ ଅମୀୟ ଓ ତାଙ୍କ ପତ୍ନୀ ଗାଡି ପାଖକୁ ଆସିଥିଲେ ।

ଲକ୍ଷ୍ମୀ କହିଥିଲେ ଗାଡି ଟିକେ ସାଇଡ କରି ରଖନ୍ତୁ ଯିବା ଆସିବା ପାଇଁ ଅସୁବିଧା ହେଉଛି । ଏଥିରେ ସେ ଉତକ୍ଷିପ୍ତ ହୋଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଅମୀୟଙ୍କ ପତ୍ନୀଙ୍କ ସହ ଲକ୍ଷ୍ମୀଙ୍କ ମାର୍‌ପିଟ ହୋଇଥିଲା । ପରେ ବସ୍ତିର ଲୋକମାନେ ବୁଝାସୁଝା କରିଥିଲେ । ଏନେଇ ସେ ପିସିଆରରେ ଅଭିଯୋଗ କରିବା ପରେ ପୋଲିସ ଆସି ଉଭୟଙ୍କୁ ବୁଝାସୁଝା କରିବା ପରେ ଚାଲି ଯାଇଥିଲା । ଶନିବାର ଦିନ ଅମୀୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଲକ୍ଷ୍ମୀ ପୁଣି ପାଲଟା ଅଭିଯୋଗ କରିବାକୁ ଶନିବାର ରାତି ୯ଟାରେ ଯାଇଥିଲେ । କାର୍ଯ୍ୟରେ ଥିବା ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନ ତାଙ୍କ ଅଭିଯୋଗ ନ ରଖି ଫୋପାଡି ଦେଇଥିବା ଲକ୍ଷ୍ମୀ ଅଭିଯୋଗ ଆଣିଥିଲେ । ପରେ ତାଙ୍କୁ ରୁମ ଭିତରେକୁ ନେଇ ନିର୍ଧୁମ ମାଡ ମାରିଥିଲେ । ଏନେଇ ମହିଳା ଜଣକ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏପରିକି ଘଟଣା ଗଣମାଧ୍ୟମରେ ପ୍ରକଶ ପାଇଥିଲା । ଘଟଣା ପ୍ରଘଟ ହେବା ପରେ ଥାନା ଅଧିକାରୀ ଓ ଏସିପି ମାମଲାକୁ ରଫାଦଫା କରିବାକୁ ସଂପୃକ୍ତ ମହିଳାଙ୍କୁ ଧମକ ଦେଇଥିଲେ । ହେଲେ ଏହି ମାମଲା ବିଧାନସଭାରେ ଉଠିବାରୁ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version