No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗତକାଲି :-> ଜନ୍ମାଷ୍ଟମୀ ଦିନ ରାତିରେ ବେତନଟୀ ଥାନା ଅଞ୍ଚଳ ରୁ ଗୋମାତା ଭର୍ତି ଏହି ଗୋମାତା ଭର୍ତି ତିନୋଟି pickup van କୁ ବେତନଟୀ ଥାନା ଦ୍ୱାରା ଜବତ କରାଯାଇ ଥିଲା l ଏଥିରେ 25 ଟି ଗୋମାତା ଙ୍କୁ ଅତି ନିର୍ମମ ଭାବରେ ଗାଡ଼ିରେ ଭର୍ତିକରି କଂସେଇ ଖାନା କୁ ନିଆଯାଉ ଥିଲା l ପବିତ୍ର ଜନ୍ମାଷ୍ଟମୀ ତିଥିରେ ମଧ୍ୟ ଜାରଜ ଗୋମାଫିଆ ମାନେ ଗୋମାତାଙ୍କୁ ତସ୍କରୀ କରିବାକୁ କୁଣ୍ଠାବୋଧ କରୁନାହାନ୍ତି l
ଜନ୍ମାଷ୍ଟମୀ ତିଥିରେ 25 ଟି ଗୋମାତା ଙ୍କୁ ଉଦ୍ଧାର କରିଥିବାରୁ ସମସ୍ତ ହିନ୍ଦୁ ମାନଙ୍କ ତରଫରୁ ବେତନଟୀ IIC Sasmita Mohanta ଏବଂ ବେତନଟୀ ଥାନାର ସମସ୍ତ କର୍ମଚାରୀ ମାନଙ୍କୁ ବୁଦ୍ଧିଜିବୀ ତଥାସାଧାରଣ ଜନତାଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତିଏବଂ ଆଶା କରୁଛୁ ଗୋ ତସ୍କର ମାନଙ୍କ ବିରୁଦ୍ଧରେ ଆହୁରି ଦୃଢ ରୁ ଦୃଢ଼ତର ପଦକ୍ଷେପ ମୟୁରଭଞ୍ଜ police ପକ୍ଷରୁ ନିଆଯିବ ବୋଲି ଆଶା ପଶଣ କରିଛନ୍ତି । ବେଆଇନ ଗୋ ଚାଲାଣ ସମ୍ପର୍ଣ୍ଣ ଭାବରେ ବଦ୍ଧ କରାଯାଉ ବୋଲି ସାଧାରଣ ଜନତା ଡ଼ିମାଣ୍ଡ କରୁଛନ୍ତି ।

No Result
View All Result