No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗୁଣ୍ଡିଚା ମନ୍ଦିର ପଛ ପଟ, ହରିହର ବିହାରସ୍ଥିତ କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି l ଆଜି ସକାଳୁ ସ୍ୱତନ୍ତ୍ର ରୀତିନୀତି ରେ ପୂଜାର୍ଚନା କରାଯାଇଥିଲା l ଏନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ କୃଷ୍ଣ, ବଳରାମ ଓ ରାଧା ଆଦି ବେଶରେ ସୁସଜିତ ହୋଇ ଆସିଥିଲେ l
ଛାତ୍ରଛାତ୍ରୀ ମାନେ ବିଭିନ୍ନ କୃଷ୍ଣଙ୍କ ଆଧାରିତ ଉପରେ ନୁର୍ତ୍ୟ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ , ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରୁଥିଲେ l ପ୍ରିନସିପାଲ ପ୍ରଜ୍ଞାଶୁଭମିତା ପ୍ରତିହାରୀ, ଐଶ୍ୱରିୟା ମହାନ୍ତି, ପୁଷ୍ପଲତା ମହାପାତ୍ର, ବିଶ୍ୱଜିତା ମିଶ୍ର, ପ୍ରିୟଙ୍କା ରଥ, ବିଶ୍ୱଜିତା ନନ୍ଦ,
ଗାୟତ୍ରୀ ମହାପାତ୍ର ଓ ସନ୍ଧ୍ୟାରାଣୀ ବାରିକ ସହଯୋଗ କରିଥିଲେ l ବିଦ୍ୟାଳୟ ର ସମ୍ପାଦକ ଅନିଲ କୁମାର ସାହୁ ଧନ୍ୟବାଦ ଦେଇ ଆଜିର କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ l ସଞ୍ଜୟ କୁମାର ପ୍ରଧାନ, ଅଧ୍ୟକ୍ଷ
No Result
View All Result