• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଳିତ ଓଡିଶା ନିଶାନିବାରଣ ଅଭିଯାନ ପକ୍ଷରୁ ଗଣଧାରଣା

Proprietor Abhimanyu Maharana by Proprietor Abhimanyu Maharana
August 28, 2024
in ଓଡ଼ିଶା, ପୁରୀ, ହୋମ୍
0
ମିଳିତ ଓଡିଶା ନିଶାନିବାରଣ ଅଭିଯାନ ପକ୍ଷରୁ ଗଣଧାରଣା
Share on FacebookShare on TwitterWhatsapp

୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ଓଡିଶା ନିଶା ନିବାରଣ ଅଭିଯାନ ପୁରୀ ଜିଲ୍ଲା କମିଟି ତରଫରୁ ଜିଲ୍ଲା ତଥା ରାଜ୍ୟରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଥିଲା | ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଦମୁକ୍ତ ଓଡିଶା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ମଦର ପ୍ରଚଳନ ସୁଦୂର ପ୍ରସାରୀ ଏବେ ଚିନ୍ତାଜନକ ସାଜିଛି। ଆଗାମୀ ଭବିଷ୍ୟତ ସମାଜ ପାଇଁ ବିରାଟ ଏକ ପ୍ରଚୀର ଭାବେ ଠିଆହେବାକୁ ଯାଉଛି।

ମଦ ସମାଜରୁ ସମସ୍ତଙ୍କ ସୁଖ, ଶାନ୍ତି ତଥା ସରକାରୀ ଜନହିତକାରୀ ଯୋଜନା ସବୁ ନଷ୍ଟ କରୁଛି | ମଦର ପ୍ରସାର ଯୋଗୁଁ ଗାଁ ରେ ଆର୍ଥିକ, ରାଜନୈତିକ, ସାମାଜିକ ଓ ସଂସ୍କୃତିକ ଜନ ଜୀବନକୁ ଧ୍ବଂସ କରୁଛି । ମଦର ପ୍ରଭବ ସମାଜରେ ପଡୁଥିବାରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥରେ ଵାଧା ସୃଷ୍ଟି କରୁଛି । ଦୁର୍ଘଟଣା ଜନିତ ମୃତ୍ୟ ଫଛରେ ମଦର ବଡ ଭୂମିକା ରହିଛି । ଘରେ ଘରେ ପାରିବାରିକ ଅଶାନ୍ତି , ମଦ ପ୍ରଭାବରେ ମାନସିକ ବିକୃତି,ଯୁବ ସମାଜ କୁ ପଥଭ୍ରଷ୍ଟ କରୁଛି ।

ପ୍ରତିଦିନ ସାରା ଓଡିଶାରେ ହତ୍ୟା,ରାହାଜାନୀ ଭଳି ଘଟଣା ମଦ ଯୋଗୁଁ ଘଟୁଛି। ରାଜ୍ୟ ସରକାର ଯେତିକି ଟଙ୍କା ରାଜସ୍ବ ପାଉଛନ୍ତି ତାଠାରୁ ଅଧିକ ମୁଲ୍ୟବାନ ଜୀଵନ ହରାଉଛନ୍ତି |ସପକ୍ଷବାଦୀଙ୍କ ତୃଟିପୂର୍ଣ୍ଣ ବିଚାରରେ ଆର୍ଥୀକ କ୍ଷେତ୍ରରେ ସରକାର ବହୁତ ରାଜସ୍ବ ଆଦାୟ ହେଉଥିବାର ପ୍ରଚାର କରାଯାଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ଘର, ସମାଜ ଓ ରାଜ୍ୟକୁ କିଭଳି ଦେବାଳିଆ କରୁଛି ଲୋକେ ତାହା ବେଶ୍ ବୁଝି ସାରିଲେଣି |

ସେଥିପାଇଁ ମଦର ପ୍ରଚାର ପ୍ରସାର କରୁଥିବା ବି.ଜେ.ଡି. ସରକାରକୁ ବରଖାସ୍ତ କରି ରାଜ୍ୟର ଶାସନଭାର ଆପଣଙ୍କ ଭଳି ଜଣେ ସମ୍ବେଦନଶୀଳ ତୃଣମୂଳ ସ୍ତରରୁ ଅଭିଜ୍ଞ ଦକ୍ଷ ବ୍ୟକ୍ତିଙ୍କୁ ଅର୍ପଣ କରିଛନ୍ତି । ମଦର ପ୍ରଚାର ପ୍ରସାରକୁ ବିରୋଧ କରି ରାଜ୍ୟରେ ଥିବା ଆଇନ ୧୯୫୬ ମସିହାରୁ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ବାରା ପ୍ରଣୀତ ହୋଇଛି । ପରିତାପର ବିଷୟ ଯେ ଏହି ନିଶା ନିବାରଣ ଆଇନ ୧୯୫୬କୁ ଏ ଯାଏଁ ରାଜ୍ୟରେ ଲାଗୁ କରାଯାଇ ନାହିଁ ।

ଏଣୁ ନିଶା ନିବାରଣ ଆଇନ ୧୯୫୬କୁ କଡାକଡି କରିବା ପାଇଁ ଆବଶ୍ୟକୀୟ ସଂଶୋଧନ କରି, ମଦମୁକ୍ତ ଓଡିଶା ପାଇଁ ବାସ୍ତବତାକୁ ଦୃଷ୍ଟିରେ ରଖି ଆନ୍ତରିକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବୀ କରାଯାଇଛି। ଆଜିର ଗଣଧାରଣାରେ ମୋନାର ସଦସ୍ୟ ମଳୟକୁମାର ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ଶୁଭେନ୍ଦୁ ରାଉତରାୟ, ଅର୍ଜୁନ ଚରଣ ସାମନ୍ତରାୟ, ଅଶୋକ ପ୍ରଧାନ, ହରିଶଙ୍କର ମିଶ୍ର, ଭୀମସେନ ମହାପାତ୍ର, ସ୍ବାଧୀନ ପଣ୍ଡା, ଆଲୋକ ଦାସ, ଛାୟାକାନ୍ତ ନାୟକ,

ଶୁଭଣ୍ରୀ ଦାସ, ଜଗନ୍ନାଥ ଦେଓ , ରମାକାନ୍ତ ଜେନା, କୁନ୍ତଳାକୁମାରୀ ବିଶ୍ବାଳ, ରାଧେଶ୍ୟାମ ରଥ, ସଚିନନ୍ଦନ ଦାଶ, ଉଭେଶ ଚିନେରା, ପ୍ରମୁଖ ଉପସ୍ଥିତ ଥିବା ବେଳେ ମୋନା ପକ୍ଷରୁ ନୂତନ ଭାବେ ପୁରୀ ଜିଲ୍ଲା କମିଟି ଗଠନ କରାଯାଇଛି । ଏଥିରେ ସଭାପତି କବିତା ରାଣୀ ପରିଡ଼ା, କାର୍ଯ୍ୟକାରୀ ସଭାପତି କିଶାନ ପଟ୍ଟନାୟକ, ଉପ ସଭାପତି ଅରୁଣ କୁମାର ସାମନ୍ତରାୟ, ସମ୍ପାଦକ ଜଗନ୍ନାଥ ଦେଓ,

ପରିଚାଳନା ସମ୍ପାଦିକା ବିଦୁତଲତା ଆଚାର୍ଯ୍ୟ, ସହ ସମ୍ପାଦକ ଅଜୟକୁମାର ପ୍ରଧାନ, ମୁଖପାତ୍ର ଭାବରେ ନିରୁପମା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ଶେଷରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନର ସଦସ୍ୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟ ଙ୍କ ଅକାଳ ବିୟୋଗରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମ୍ଳାନ ଆତ୍ମାର ସଦଗତି କାମନା କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

June 23, 2026
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

June 23, 2026
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version