No Result
View All Result
୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> କଥାରେ ଅଛି ଦଳ ପ୍ରତି ତ୍ୟାଗ, ଦୃଢ ସଂଗଠନ , ସଚ୍ଚୋଟ ବ୍ୟକ୍ତିତ୍ଵ ର ଅଧିକାରୀ ହୋଇଥିବା ବ୍ୟକ୍ତି ଙ୍କୁ କେବେ ବିଜେପି ନିରାଶ କରେ ନାହିଁ ।ଯାହାକି ଆଜି ଦେଖିବାକୁ ମିଳିଛି।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଜେପି ର ଦୃଢ ସଂଗଠକ ସନନ୍ଦ ବେହେରା ଯିଏକି ଅହରହ ପରିଶ୍ରମ କରି ନୂଆଗାଁ ବ୍ଲକ୍ ରେ ଦଳକୁ ମଜଭୁତ କରିଛନ୍ତି।ଯାହା ଫଳରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ,ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ଭାବେ ସନନ୍ଦ ଙ୍କୁ ଦାୟିତ୍ଵ ଦେଇଛନ୍ତି।

ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ସନନ୍ଦ ବେହେରା ହେବା ପରେ ମୋ ଉପରେ ଭରଷା ଓ ବିଶ୍ୱାସ ରଖି ମୋତେ ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି କରିଥିବାରୁ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ଅଶେଷ ଧନ୍ୟବାଦ୍ ଦେଇଛନ୍ତି।ତତ୍ ସହିତ ଲୋକମାନେ କିପରି ସମସ୍ତ ସୁବିଧା, ସୁଯୋଗ ପାଇବେ ,ଦଳ ଅଧିକ ମଝଭୂତ ହେବ ଏବଂ ନୂଆଗାଁ ବ୍ଲକ୍ ଅଧିକ ବିକାଶ ହେବ ସେ ଉପରେ କାର୍ଯ୍ୟ କରିବେ ବୋଲି ନୂଆଗାଁ ବ୍ଲକ୍ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ସନନ୍ଦ ବେହେରା କହିଛନ୍ତି।
No Result
View All Result