• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି

Proprietor Abhimanyu Maharana by Proprietor Abhimanyu Maharana
August 24, 2024
in ଓଡ଼ିଶା, ରାୟଗଡା, ହୋମ୍
0
ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି
Share on FacebookShare on TwitterWhatsapp

୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା  :-> ଗୁଣପୁର ବ୍ଲକ୍ ଅବସ୍ଥିତ ଫୁଟ୍ଟାସିଂ ଗ୍ରାମରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରୀ- ସୂର୍ଯ୍ୟ କାନ୍ତ ନାରାୟଣ କରିବା ସତ୍ତ୍ବେ ଅତିଥିମାନଙ୍କୁ ପୁଷ୍ପ ଫୁଲ ତୁଳା ଦେଇ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଥିଲେ । ତତ୍ ପରେ ମଞ୍ଚାସୀନ ଅତିଥି ବ୍ରୁଦ୍ଧ ଏକ ସମବେତରେ ଉଭା ହୋଇ ଭଗବାନଙ୍କୁ କ୍ରିଯା ପୁଷ୍ପ ଦ୍ବୀପ ଜ୍ବାଳୀ ସୁ-ଭାରମ୍ବ କାର୍ଯ୍ୟ କ୍ରମ କରିଥିଲେ ।

ଆଜିର ସଭା ପରି ଚାଳନା ସଭାପତି ଭାବେ ଶ୍ରମତୀ-ଅସୀମା ରାଓ କରିଥିବା ବେଳେ, ମୂଖ୍ଯ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟାଙ୍କୁ ଶ୍ରୀ ମତୀ-ସୁଭ୍ରାଞ୍ଜଳୀ ପ୍ରଧାନପ୍ରଧାନ କିଛି ଉଦ୍ଦବୋଧନ ଦେଇ, “ଜନମନ” ସଚେତନା ଏକ ନିଆରା ଲାଞ୍ଜିଆ ସଉରା ଭିନ୍ନ ପ୍ରକାରର ବେଶ, ପୋଷାକରେ ଜୀବନ ଯାପନ ପାହାଡ, ଜଙ୍ଗଲରେ ରହି କି ପରି ଭାବରେ ପରିପୋଷଣ ଜୀବନ ମଧ୍ୟରେ ବିତରଣ ହେଉଥିଲେ, ଏହାର ସାର ମର୍ମ ଲୋକମାନଙ୍କୁ ସଚେତନା ମଧ୍ୟରେ ବୁଝାଇ ଏହା ଉପରେ ଆଧାରିତ କରି ପ୍ରଧାନମନ୍ତ୍ରୀ “ଜନମନ”ର ସରକାରଙ୍କ ସହାୟତା କିପରି ଭାବରେ ପାଇ ପାରିବେ,

ଏହାର ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ” ଜନମନ” ଲାଞ୍ଜିଆ ସଉରା ଉନ୍ନୟନ ଗୋଷ୍ଠୀ ଏକ ପ୍ରକାର ଜୀବନ ଶୈଳୀ ପରିବାର ମଧ୍ୟରେ ସ୍ରୁଷ୍ଟିର ତତ୍ପାଯ୍ୟ ଅନ୍ୟ ବର୍ଗର ଶ୍ରେଣୀ ମଧ୍ୟରୁ ଏହି ଲାଞ୍ଜିଆ ସଉରା ଉନ୍ନୟନ ଏକ ଭିନ୍ନ ସ୍ଥର, ଏକ ପାହାଡିଆ ଆଦିବାସୀ ସଉରା ନାମରେ ଖ୍ୟାତ ୦୭ ଗୋଟି ଗ୍ରାମ ଯଥା  ୧.ଆବାଡା ପଞ୍ଚାୟତ ୨.ଶଗଡା ପଞ୍ଚାୟତ ୩.ଫୁଟ୍ଟାସିଂ ପଞ୍ଚାୟତ ୪.ଟଲଣା ପଞ୍ଚାୟତ ୫.ଜଲ୍ ତାର୍ ପଞ୍ଚାୟତ ୬.ଚିନାସାରୀ ପଞ୍ଚାୟତ ୭.କୁଲୁସିଂ ପଞ୍ଚାୟତ ମଧ୍ୟରେ ୧୨୭ ଗୋଟି ଗ୍ରାମ ରହି ପୂର୍ବ କାଳର ନୀତି ନିୟମ ବସ,ବାସ ଜୀବନ କାଟୁଥିବା ଆଦିମ ଆଦିବାସୀ ସଉରା ଅଟନ୍ତି ।

ଏହାକୁ ଅନ୍ୟତ୍ତୋମ ରଖି ଏକ ପଞ୍ଚାୟତ ଯାହାକି ଫୁଟ୍ଟାସିଂ ପଞ୍ଚାୟତ ମଧ୍ୟରେ ସୀମିତ ରେ କେତେକ ଗ୍ରାମ ଯଥା:-ଲାଡେ, ଅଲିଂଙ୍ଗର,ୟ୍ୟାଲଇଡା, ପ୍ଲଲୁର୍, ବରେଇ,ଗୁଣ୍ଡୁରୁବା,ଫୁଟ୍ଟାସିଂ, ତାବାର୍ ଫୁଟ୍ଟା,ମହୁଲବଣିଆ ଗ୍ରାମକୁ ନେଇ ବିଶେଷ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଅତିଥିବ୍ରୁଦ୍ଦ ଲୋକ ସଚେତନା ଉପରେ ଆଧାରିତ କରି “ଜନମନ” କୁ ନେଇ କେତେକ ରାସ୍ତା, ବିଦ୍ୟୁତ୍,ଜନମନ ପୋତା ଘର, ସ୍ବାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ,ଖାଦ୍ୟ ଯୋଗାଣ କଲ୍ୟାଣ, କିଷାନ ବିମା ଯୋଜନା କିପରି ଭାବରେ ସରକାରୀ ଯୋଜନାର ହିତାଧିକାରୀ ଭାବେ ଲାଭ ଉଠାଇ ପାରିବେ,

ଏହାକୁ ଅତିଥି ମାନେ ସୁ-ଭାଷଣ ଜନ୍ମାଇ ଥିଲେ । କାର୍ଯ୍ଯ କ୍ରମ ମଧ୍ୟମ ସ୍ଥଳରେ ଏକ ସ୍ଥଗିତ ରଖି କଳା ସାଂସ୍କୃତିକ କାର୍ଯ୍ୟ କ୍ରମ ତଥା ବିଭିନ୍ନ ଅଙ୍ଗ, ଭଙ୍ଗିରେ ପରିବେଷଣ ସ୍ବାସ୍ଥ୍ଯ ଶିବିର କୁ ନେଇ ଡେଙ୍ଗୁ, ମ୍ଯାଲେରିଆ ନିରାକରଣ, ଯକ୍ଷ୍ମା ସ୍ତରରୁ କିପରି ବଞ୍ଚିତ ହୋଇ ପାରିବେ, ତାହା ଆଧାରିତ ସାଂସ୍କୃତିକ ପରିବେଷଣ କାର୍ଯ୍ୟ କ୍ରମ ମଧ୍ୟରେ ଫୁଟ୍ଟାସିଂ ବାଳକ,ବାଳିକା ବିଦ୍ୟାଳୟର ଛାତ୍ର, ଛାତ୍ରୀମାନଙ୍କୁ ନେଇ ସୁ-ଆକର୍ଷଣୀୟ ସାଂସ୍କୃତିକ ମେଳା ଦେଖିବାକୁ ପାଇ ପାରିଛେ । ଉକ୍ତ ସଚେତନା କାର୍ଯ୍ୟ କ୍ରମରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଫୁଟ୍ଟାସିଂ ମହାଶୟା ଶ୍ରୀମତୀ- ଅସୀମା ରାଓ ତଥା ସହ କର୍ମୀଗଣ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟା ଶ୍ରୀମତୀ- ସୁଭ୍ରାଞ୍ଜଳି ପ୍ରଧାନ ତଥା ସହ କର୍ମୀଗଣ,ଡବ୍ଲ୍ୟୁ ଶ୍ରୀ-ଗଙ୍ଗାଧର ବେହେରା ସହ କର୍ମ କର୍ତ୍ତା,

ବିଦ୍ୟୁତ୍ କର୍ମ କର୍ତ୍ତାଗଣ,ଜଗନ୍ନାଥ ପୁର୍ ସ୍ବାସ୍ଥ୍ଯ ବିଭାଗ କର୍ମ କର୍ତ୍ତାଗଣ,ଫୁଟ୍ଟାସିଂ ସ୍ବାସ୍ଥ୍ଯ ବିଭାଗ କର୍ମ କର୍ତ୍ତାଗଣ,ଆର୍ ଡି ବିଭାଗ କର୍ମ କର୍ତ୍ତାଗଣ,ସମ୍ମନିତ ଶିଶୁ ବିକାଶ କର୍ମ ଚାରୀଗଣ, ଓଡିଶା ପ୍ରସିଦ୍ଧ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା କଳା, ସାସ୍କୃତିକ ଶ୍ରୀ-ଲକ୍ଷ୍ମଣ ଶବର, ତଥା ସହ କର୍ମୀଗଣ,ଅଙ୍ଗନ୍ ୱାଡି ସୁପ୍ରବାଇଜର୍ ଶ୍ରୀମତୀ-ଜୟନ୍ତୀ ମଣ୍ଡଳ ସହ କର୍ମୀଗଣ,ସରପଞ୍ଚ ଶ୍ରୀ-ଏସିୟ ଶବର,ସଭ୍ୟ ସମିତି ଶ୍ରୀ-ଶୋଲମନ୍ ଗମାଙ୍ଗ,ୱାର୍ଡ୍ ମେମ୍ବର ଶ୍ରୀ-ଡରସିଂ ଦଳବେହେରା ପ୍ରତ୍ୟେକ ଗ୍ରାମର ୱାର୍ଡ୍ ମେମ୍ବର ତଥା ବୁଦ୍ଧି ଜୀବୀ, ବଦ୍ର ବ୍ୟକ୍ତିଗଣ ଶତାବ୍ଦୀକ ଲୋକ ଏହି ସଚେତନା କାର୍ଯ୍ୟ କ୍ରମରେ ଅଂଶିଦାର ହୋଇଥିଲେ। ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ୟୁଜ୍ ଓଡିଶା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ନାଟକ ମଞ୍ଚସ୍ଥ : ବିଧାତା ଲେଖିଛି ନୂଆ କାହାଣୀ

ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ନାଟକ ମଞ୍ଚସ୍ଥ : ବିଧାତା ଲେଖିଛି ନୂଆ କାହାଣୀ

November 3, 2026
ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାଡମଲ୍ଲରେ ନଡ଼ିଆଚାରା ରୋପଣ

ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାଡମଲ୍ଲରେ ନଡ଼ିଆଚାରା ରୋପଣ

November 3, 2026
Silver Gandhi undertakes grand Swachha Bharat Padayatra in Gujarat

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ

November 3, 2026
Silver Gandhi undertakes grand Swachha Bharat Padayatra in Gujarat

Silver Gandhi undertakes grand Swachha Bharat Padayatra in Gujarat

November 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ନାଟକ ମଞ୍ଚସ୍ଥ : ବିଧାତା ଲେଖିଛି ନୂଆ କାହାଣୀ

ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ନାଟକ ମଞ୍ଚସ୍ଥ : ବିଧାତା ଲେଖିଛି ନୂଆ କାହାଣୀ

November 3, 2026
ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାଡମଲ୍ଲରେ ନଡ଼ିଆଚାରା ରୋପଣ

ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାଡମଲ୍ଲରେ ନଡ଼ିଆଚାରା ରୋପଣ

November 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version