
ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ନୀଳାଦ୍ରି ବିହାର -: ସି.ଇ.ଏମ ସ୍କୁଲ, ନୀଳାଦ୍ରି ବିହାର ର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋୟୀଯାଇ ଅଚ୍ଛିl ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀମତୀ ସଙ୍ଗୀତା ଦାଶ, ଏମ ଟି ଭି ବାଇକର ସଦାସ୍ମିତା ମହାନ୍ତି, ସମାଜସେବୀ ବିପିନ ମହାନ୍ତି (ଦାନଉତ୍ସବ), ୱାଲଟର ଯିସସ, ଜୀଉ ଜିତ ସ ମାଷ୍ଟର ଚାମ୍ପିୟନ ବ୍ରାଜିଲ, ନମସ୍ୟl ନାୟକ,ସମାଜସେବୀ, ସୋମ୍ୟଦୀପ ଘୋଷ, ସମାଜସେବୀ, ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ, ଶିବ ପ୍ରସାଦ ସାହୁ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିବାଶିଶ ମହାନ୍ତି, ବିନଦାସ ଚିନୁ, ଆଲୋକ ପଣ୍ଡା, ସାମାଜିକ ସଂଗଠନ ହେଲପ ର ଚେୟାରମ୍ୟାନ ଗିରିଧାରୀ ପ୍ରସାଦ ନାୟକ, ପ୍ରିନ୍ସପାଲ ମନସ୍ମିତା ନାୟକ, ସିଏମ ସ୍କୁଲ ପ୍ରତିଷ୍ଠାତା ଶରତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ l (ଓଡିଶା ତାଜା ନିଉଜ୍) ରିପୋର୍ଟ ସୋନାଲି