No Result
View All Result
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ଗଣିଆ ବ୍ଳକରେ ଥୁବା ଏକମାତ୍ର ଇଂରାଜୀ ମାଧ୍ୟମିକ ମହାନଦୀ ପବ୍ଲିକ ସ୍କୁଲ ର ଜଣେ ତୃତୀୟ ଶ୍ରେଣୀର ଛାତ୍ର ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ୭୮ ତମ ସାଧୂନତା ଦିବସ ଅବସରରେ ମହାନଦୀ ପବ୍ଲିକ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଦୁର୍ଗା ପ୍ରସାଦ ରାଉତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରୁ ମାନପତ୍ର ଏବଂ ଟ୍ରଫି ହାସଲ କରିଛନ୍ତି I ପୁରସ୍କାର ଦେବା ସମୟରେ ଜିଲ୍ଲାପାଳ ଦୁର୍ଗା ପ୍ରସାଦଙ୍କ ସହିତ କିଛି ବାର୍ଭାଳାପ କରୁଥୁବା ଦେଖୁବାକୁ ମିଳିଛି I
ଗଣିଆ ବ୍ଳକରେ ଖୁବ୍ କମ୍ ଦିନ ଭିତରେ ମହାନଦୀ ପବ୍ଲିକ ସ୍କୁଲ ସଫଳତା ବଜାୟ ରଖୁଥିବା ବେଳେ ଆଜିର ଏହି ପୁରସ୍କାର ସେମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି ସ୍କୁଲର ସମ୍ପାଦକ ପଙ୍କଜ କୁମାର ସାହୁ ପ୍ରକାଶ କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଗଣିଆ ବ୍ଳକରେ ହୋଇଥୁଳା ପ୍ରତିଯୋଗିତlରେ ସଙ୍ଗୀତ ବିଭାଗରେ ମହାଚଦୀ ପବ୍ଲିକ ସ୍କୁଲର ଦୁର୍ଗା ପ୍ରସାଦ ରାଉତ ପ୍ରଥମ ସ୍ଥାନ ଅଲ୍କାର କରି ପୁରସ୍କୃତ ହୋଇଥିବା ଜଣାଯାଇଛି । 
ଗଣିଆ ବ୍ଲକର ଏକ ମାତ୍ର ଛାତ୍ର ଯିଏ କି ଜିଲ୍ଲା ପ୍ରତିଯୋଗିତା ରେ ପୁରସ୍କୃତ ହୋଇଛନ୍ତି। ଗଣିଆ ବ୍ଲକ ର ଏକ ମାତ୍ର ସରକାରୀ ସିକୃତିପାପ୍ତ ଇଂରାଜୀ ମାଧ୍ୟମିକ ମହାନଦୀ ପବ୍ଲିକ ସ୍କୁଲ ର ତୃତୀୟ ଶ୍ରେଣି ରେ ଅଧ୍ୟୟନ ରତ ଦୁର୍ଗ। ପ୍ରସାଦ ରାଉତ ସଙ୍ଗୀତ ପ୍ରତିଯୋଗିତା ରେ ଗଣିଆ ବ୍ଳକ୍ ରେ ପ୍ରଥମ ଓ ଜିଲ୍ଲା ରେ ତୃତୀୟ ସ୍ଥାନ ପାଇ ବିଜେତା ହୋଇ ନୟାଗଡ ଜିଲ୍ଲାପାଳ ଙ୍କ ଠାରୁ ସମ୍ମାନିତ ହୋଇଛନ୍ତି।
No Result
View All Result