ଏହି ସ୍କିମ ଟି ସରକାରୀ ସରକାରୀ ସହାୟକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏସସି/ଏସଟି ସମ୍ପ୍ରଦାୟର ଶ୍ରେଣୀ ୫ମରୁ ୧୦ମ ପର୍ଯ୍ୟନ୍ତ ସମସ୍ତ ଗ୍ରାମୀଣ, ଅର୍ଦ୍ଧ ସହରୀ ଏବଂ ସହରୀ ଶାଖା ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହୋଇଛି l ଛାତ୍ରବୃତ୍ତି ସହାୟତା ହେଉଛି ୫ମରୁ ୭ମପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ୩,000/- ଏବଂ ୮ମରୁ ୧୦ମ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ୫,000/- l ଏହି ଅବସରରେ କାନାରା ବ୍ୟାଙ୍କ ରାଜ୍ୟ ମୁଖ୍ୟ ଜଗଦୀଶ ଚନ୍ଦର ଜେନେରାଲ ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରୀତା ଦାସ ଉପସ୍ଥିତ ଥିଲେ । ଏହି ପଦକ୍ଷେପକୁ ବହୁ ସଂଖ୍ୟାରେ ଜନସାଧାରଣ ପ୍ରଶଂସା କରିଥିଲେ ।
© 2023 Odisha Taza News.