No Result
View All Result
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ପବିତ୍ର ସ୍ବାଧୀନତା ଦିବସ ର ଅବ୍ୟବହିତ ପୂର୍ବରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମପଞ୍ଚାୟତ ର ବିଜେପି ଯୁବମୋର୍ଚ୍ଚା ଆନୁକୂଲ୍ୟରେ ଆଜି ଟାକରା ଗ୍ରାମପଞ୍ଚାୟତ ର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବାବା ସିଦ୍ଧେଶ୍ବର ମନ୍ଦିର, ମା ମଣିନାଗ ମନ୍ଦିର ର ଚତୁର୍ପାଶ୍ବ ପରିବେଶ ସଫେଇ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ରେ ୧୫ ରୁ ଉର୍ଦ୍ଧ୍ବ ଯୁବ ବିଜେପି କର୍ମକର୍ତ୍ତା ହାତରେ ଝାଡୁ, କୋଦାଳ ଧରି ପରିବେଶ ପରିସ୍କାର କରିବା ସହିତ ନିଜ ନିଜର ପରିବେଶ କୁ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ବାବୁ ଭାଇ, ଛବି ଭାଇ,ସୂର୍ଯ୍ୟଭାଇ, ଶୁଭଭାଇ ପ୍ରମୁଖ ପରିଚାଳନା କରିଥିଲେ ।
No Result
View All Result