• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଡଚଣାର ସନ୍ଦିଗ୍ଧକୁ ନେଇ ବଢୁଛି ଚିନ୍ତା : ଅନୁପ୍ରବେଶକାରୀଙ୍କୁ ନେଇ ବଢ଼ିପାରେ ସମସ୍ଯା 

Proprietor Abhimanyu Maharana by Proprietor Abhimanyu Maharana
August 12, 2024
in ଓଡ଼ିଶା, ଯାଜପୁର, ହୋମ୍
0
ବଡଚଣାର ସନ୍ଦିଗ୍ଧକୁ ନେଇ ବଢୁଛି ଚିନ୍ତା : ଅନୁପ୍ରବେଶକାରୀଙ୍କୁ ନେଇ ବଢ଼ିପାରେ ସମସ୍ଯା 
Share on FacebookShare on TwitterWhatsapp

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :->  ବଡଚଣାର କେନ୍ଦ୍ର ସ୍ଥଳୀ ଚଣ୍ଡିଖୋଲ ଠାରୁ ଆରମ୍ଭ କରି ବ୍ଯବସାୟ ପେଣ୍ଠସ୍ଥଳୀ ଛତିଆ ଓ ବାଲିଚନ୍ଦ୍ରପୁର ଠାରୁ ଆରମ୍ଭ କରି ସମଗ୍ର ବଡଚଣା ବ୍ଲକରେ ବହୁ ସ୍ଥାନରେ ଦୀର୍ଘ ଦିନ ହେବ କିଛି ଅନୁପ୍ରବେଶ କାରୀ ରହୁଛନ୍ତି। କିଏ ରାଜ୍ୟ ବାହାରୁ ତ କିଏ ଦେଶ ବାହାରୁ । ଏମାନଙ୍କ ବିଷୟରେ କାହା ପାଖରେ ସଠିକ ତଥ୍ୟ ରହୁ ନାହିଁ। ଏମାନେ କେଉଁ ଅଞ୍ଚଳରୁ ଆସୁଛନ୍ତି। କେଉଁଠି ରହି କଣ କରୁଛନ୍ତି।ତା ଉପରେ କାହାର ନଜର ନାହିଁ କି କାହା ପାଖରେ ସଠିକ ସୂଚନା ଥିବା ପରି ଜଣାପଡୁନାହିଁ। ସ୍ଥାନୀୟ ବଜାର ଅଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଯାଏ ସେମାନେ ବସ୍ତି ସ୍ଥାପନ କରି ରହିଛନ୍ତି। ବାଙ୍ଗାଲାଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ । ସେଠାରୁ ଅନୁପ୍ରବେଶକାରୀ ମାନେ ଓଡିଶା ଅସିବା ଆଶଙ୍କା ଏବେ ଏହି ଅଞ୍ଚଳ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ସମୟରେ ଏହି ଅନୁପ୍ରବେଶକାରୀମାନେ ଛୋଟ ବଡ ଚୋରୀ ଠାରୁ ଆରମ୍ଭ କରି ଚୋରା ନିଶା ବ୍ଯବସାୟ, ବନ୍ଯଜନ୍ତୁ, ବନ୍ଯଜନ୍ତୁ ଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ସହିତ ବଡ ବଡ ଅପରାଧ ଘଟାଇ ଚାଲିଛନ୍ତି ।

ଛତିଆ, ସୋଲର, ବଡ଼ଚଣା, ଚମ୍ପାପୁର, ଚଣ୍ଡିଖୋଲ, ବେଣାପୁର, ବାଲିଚନ୍ଦ୍ରପୁର, ବାଲିକୁଦା ସହିତ ବଡଚଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ଏହି ଅନୁପ୍ରବେଶ କାରୀ ମାନେ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଙ୍ଗାଲାଦେଶୀ ବୋଲି ଚର୍ଚ୍ଚା ହୋଇଥିଲେ ମଧ୍ୟ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି କହୁଛନ୍ତି। ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଏମାନେ ଫେରିବାଲା, ରଙ୍ଗମୀସ୍ତୀରୀ, ମାର୍ବଲ ମୀସ୍ତୀରୀ, ଭାବେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ଏପରି କାମ ପାଇଁ କୈଣସି ପରିଚୟ ପତ୍ର ଆବଶ୍ୟକତା ନ ଥିବାରୁ ଏପରି ପେଶା ସେମାନଙ୍କୁ ସୁହାଉଛି। ସମଗ୍ର ବଡ଼ଚଣାର ଏମାନଙ୍କ ସଂଖ୍ୟା ପ୍ରାୟ ତିନି ହଜାର ହେବ ବୋଲି ଅଞ୍ଚଳ ବାସୀ ଅନୁମାନ କରୁଛନ୍ତି। ଶୀତଦୀନ ମଧ୍ୟ ଭାଗରୁ ରଜ ଯାଏ ଏମାନଙ୍କ ସଂଖ୍ୟା ବହୁତ ବଢିଯାଏ। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହଯୋଗ ରହୁଥିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି ବୋଲି ଆଲୋଚନା ହେଉଛି । ଶୀତଦୀନ ମଧ୍ୟ ଭାଗରୁ ରଜ ଯାଏ ଏମାନଙ୍କ ସଂଖ୍ୟା ବହୁତ ବଢିଯାଏ।

ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହଯୋଗ ରହୁଥିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି ବୋଲି ଆଲୋଚନା ହେଉଛି। ସାଧାରଣ ଘରକୁ ସେମାନେ ମୋଟାଅଙ୍କର ଘର ଭଡା ଦେଉଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଭଡା ଦେବାରେ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଛି ଅବଶ୍ୟ ଏଥିପାଇଁ ପ୍ରସାସନର କିମ୍ବା ପୋଲିସ କାହାର କିଛି କଟକଣା ନ ଥିବାରୁ ଘର ମାଲିକ ଓ ଅନୁପ୍ରବେଶକାରୀଙ୍କୁ ବେଶ୍ ସୁହାଉଛି। ସମସ୍ତ ଚୋରୀ ଘଟଣାରେ ଥାନାରେ ଅଭିଯୋଗ ହୋଇନଥିବାରୁ ଏମାନଙ୍କ ଗତିବିଧି ଉପରେ ପୋଲିସ ଗୁରୁତ୍ବ ଦେଉଥିବା ନେଇ ଆଲୋଚନା ହେଉଛି। ଛତିଆ ଅଞ୍ଚଳରୁ ଟ୍ରକ ଯୋଗେ ବାଙ୍ଗାଲାଦେଶକୁ କଇଁଛ ଚାଲାଣ ବେଳେ ବୈରୀ ବନବିଭାଗ ଧରି କେସ୍ କରିଥିବା ନଜର ରହିଛି।

ଏପରି ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ପୋଲିସ ସବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ପ୍ରତି ସ୍ଥାନୀୟ ପୋଲିସ କଡା ମନୋଭାବ ରଖୀବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସଂପ୍ରତି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ସେଠାରୁ ଅନୁପ୍ରବେଶକାରୀ ଓଡିଶା ଆସିବା ଆଶଙ୍କା ଥିବା ବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ବଙ୍ଗୀୟମାନେ ସେମାନଙ୍କୁ ସହଯୋଗ ରହିବ ବୋଲି ସଂଦେହ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ବଡଚଣା, ବାଲିଚନ୍ଦ୍ରପୁର ଓ ବୈରୀ ପୋଲିସ ସଂପ୍ରତି ପରିସ୍ତିତିରେ କଠୋର ମନୋଭାବ ରଖି ସମଗ୍ର ବଡଚଣା ବ୍ଲକରେ ରହୁଥିବା ବଙ୍ଗାଳୀଙ୍କ ମୂଳ ପରିଚୟ ପତ୍ର ଖୋଳତାଡ ନ କଲେ କିଛି ଅଘଟଣ ଘଟି ଯାଇପାରେ ବୋଲି । ଲୋକେ ଆଶଙ୍କା କରୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

July 22, 2026
ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version