No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଜିଲ୍ଲା ମିଡିଆ ଫୋରମ୍ ପକ୍ଷରୁ ବିଦାୟ କାଳୀନ ସମ୍ବଧର୍ନା ଦିଆଯାଇଛି । ଜିଲ୍ଲାପାଳ। ଶ୍ରୀ ପାଟିଲ କନ୍ଧମାଳ ଜିଲ୍ଲାରୁ ମାଲକାନାଗିରି କୁ ବଦଳି ହୋଇଛି । କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଦିନ ତାଙ୍କର ଶେଷ କାର୍ଯ୍ୟକାଳ ଥିଲା । ସୋମବାର ଶ୍ରୀ ପାଟିଲ ମାଲକାନାଗିରି ରେ କାର୍ଯ୍ୟରେ ଯୋଗଦେବେ ।
ଜିଲ୍ଲା ମିଡିଆ ଫୋରମ୍ ଆସୋସିଏସନ୍ ପକ୍ଷରୁ ସଭାପତି ସୂର୍ଯ୍ୟ କାନ୍ତ ବେହେରା,ସମ୍ପାଦକ ଶିବ ବିଶ୍ଵାଳ, ବରିଷ୍ଟ ସାମ୍ବାଦିକ ଅଜିତ ମହାରଣା, ସୁନୀଲ ବିଶ୍ଵାଳ,ଶିବାନନ୍ଦ ପଟ୍ଟନାୟକ, ବ୍ରଜ ବିହାରୀ ନନ୍ଦ,ରାକେଶ ରାଉତ,ବ୍ରଜ ନାୟକ ,ରାଧାମୋହନ ମହାପାତ୍ର,ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result