No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁ ରେ ନିଜ ସ୍ତ୍ରୀ କୁ ସ୍ବାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ମୋହନା ଥାନାରେ ଆଜି ସଂନ୍ଧ୍ୟା ୬ଟା ସମୟରେ ଅଭିଯୋଗ ହୋଇଛି। ହତ୍ୟା ର ଶିକାର ହୋଇଥିବା ମହିଳା ଜଣକ ହେଲେ ଖାରାଗୁମା ଗାଁ ର କୁନି ଶବର । ସେ ୬ ମାସର ଗର୍ଭବତୀ ଥିବା ବେଳେ ତାକୁ ତାଙ୍କର ସ୍ବାମୀ ସଞ୍ଜୟ ଶବର ମାଡ ମାରି ଆଜି ସକାଳ ୮ଘଣ୍ଟ ସମୟରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ କାଳିଆ ମଣ୍ଡଳ ।
ଏ ନେଇ ମୋହନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରିଛି । ତଦନ୍ତ ଜାରି ରଖିଛି। ହତ୍ୟା ର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି।ଆର,ଉଦୟଗିରି (୧୦/୮/୨୦୨୪)
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁ ରେ ନିଜ ସ୍ତ୍ରୀ କୁ ସ୍ବାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ମୋହନା ଥାନାରେ ଆଜି ସଂନ୍ଧ୍ୟା ୬ଟା ସମୟରେ ଅଭିଯୋଗ ହୋଇଛି।
ହତ୍ୟା ର ଶିକାର ହୋଇଥିବା ମହିଳା ଜଣକ ହେଲେ ଖାରାଗୁମା ଗାଁ ର କୁନି ଶବର । ସେ ୬ ମାସର ଗର୍ଭବତୀ ଥିବା ବେଳେ ତାକୁ ତାଙ୍କର ସ୍ବାମୀ ସଞ୍ଜୟ ଶବର ମାଡ ମାରି ଆଜି ସକାଳ ୮ଘଣ୍ଟ ସମୟରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ କାଳିଆ ମଣ୍ଡଳ । ଏ ନେଇ ମୋହନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରିଛି । ତଦନ୍ତ ଜାରି ରଖିଛି। ହତ୍ୟା ର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି ।
No Result
View All Result