ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :-
🔹 ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସମୟ ସ୍ଥିର ହୋଇଛି !!
🔹 ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯିବ !!
🔹 ପୋଲିସର କେବଳ ଗୋଟିଏ କିମ୍ବା ଦୁଇଟି କଣ୍ଟିଜେଣ୍ଟ୍ ସ୍ୱାଧୀନତା ଦିବସରେ ଉପସ୍ଥିତ ରହିବେ !!
🔹 ପୋଲିସ ପକ୍ଷରୁ କୌଣସି ପରେଡ କିମ୍ବା ମାର୍ଚ୍ଚପାଷ୍ଟ କରାଯିବ ନାହିଁ !!
🔹 ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାଧାରଣ ଜନତା ଉପସ୍ଥିତ ରହିବେ ନାହିଁ !!
🔹 ୫୦ରୁ ୭୫ଜଣ ପର୍ଯ୍ୟନ୍ତ କେବଳ ଆମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ !!
🔹 ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣ କୋଭିଡ୍ ଯୋଦ୍ଧା ଉପସ୍ଥିତ ରହିବେ !!
🔹 ଇ-ଇନଭାଇଟ ଜରିଆରେ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ !!
🔹 ସାମାଜିକ ଦୁରତ୍ୱ ଏବଂ ମାସ୍କ ପିନ୍ଧିବା ନିମୟ ପାଳନ କରିବେ !!
🔹 ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସ୍ଥଳକୁ ଠିକ ଭାବେ ବିଶୋଧନ କରାଯିବ !!
🔹 ପ୍ରବେଶ ପଥରେ ସାନିଟାଇଜର ରଖାଯିବ !!
🔹 ଏହି ସମୟରେ ବୃକ୍ଷ ରୋପଣ ସହ ଅନଲାଇନ୍ ପ୍ରବନ୍ଧ ଲେଖନୀ କିମ୍ବା କ୍ୱିଜ୍ ପ୍ରତିଯୋଗିତାର ଆୟୋଜନ ହେବ !!