• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ୭୫ତମ ଜନ୍ମଦିନ

Proprietor Abhimanyu Maharana by Proprietor Abhimanyu Maharana
August 8, 2024
in ଓଡ଼ିଶା, ସମ୍ବଲପୁର, ହୋମ୍
0
ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ୭୫ତମ ଜନ୍ମଦିନ
Share on FacebookShare on TwitterWhatsapp

୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଆସନ୍ତାକାଲି (ଗୁରୁବାର) ଦିନ ମାନ୍ୟବର ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ୭୫ତମ ଜନ୍ମଦିନ ଅଟେ I ଏହି ଅବସରରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ତଥା ସମ୍ବଲପୁର ରେ ବିବିଧ ସମାଜସେବା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି I

କାର୍ଯ୍ୟସୂଚୀ  :-

▪️ ଆଶୁ ଆରୋଗ୍ୟ କାମନା କରି ସମଲେଶ୍ୱରୀ ମନ୍ଦିର ରେ ପୂଜାପାଠ (ସମୟ : ଘ.୭.୩୦ମି. (ସକାଳ)

▪️ ବୃକ୍ଷରୋପଣ, ସ୍ଥାନ : ଦେଓଗାଁ, ବ୍ଲକ : ମାନେଶ୍ଵର
(ସମୟ : ଘ.୮.୦୦ମି. (ସକାଳ)

▪️ ୭୫ତମ ଜନ୍ମଦିନ ରେ ୭୫ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କ ରକ୍ତଦାନ, ସ୍ଥାନ : ପଡିଆବାହାଲ, ବ୍ଲକ : ଯୁଯୋମୁରା (ସମୟ : ଘ.୮.୩୦ମି. (ସକାଳ)

▪️ ଫଳ ଓ ମିଷ୍ଠIହ୍ନ ବଣ୍ଟନ, ସ୍ଥାନ : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଧନକଉଡା, ସମ୍ବଲପୁର ମହାନଗର ନିଗମ (ସମୟ : ଘ.୮.୩୦ମି. (ସକାଳ)

▪️ ବୃକ୍ଷ ରୋପଣ , ସ୍ଥାନ : ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ, ପଡିଆବାହାଲ, ବ୍ଲକ : ଯୁଯୋମୁରା
(ସମୟ : ଘ.୯.୩୦ମି. (ସକାଳ)

▪️ ରକ୍ତଦାନ ଶିବିର,କଲ୍ୟାଣ ମଣ୍ଡପ, ଯୁଯୋମୁରା (ସମୟ : ଘ.୦୯.୩୦ମି. (ସକାଳ)

▪️ ବୃକ୍ଷ ରୋପଣ , ସ୍ଥାନ : ବଦୁଆପାଲି, ବ୍ଲକ : ମାନେଶ୍ଵର
(ସମୟ : ଘ.୯.୩୦ମି. (ସକାଳ)

▪️ ବୃକ୍ଷ ରୋପଣ , ସ୍ଥାନ : ବାଟଗାଁ , ବ୍ଲକ : ନାକଟିଦେଉଳ
(ସମୟ : ଘ.୯.୩୦ମି. (ସକାଳ)

▪️ ଜଳାଭିଷେକ, ବିନ୍ଧେଶ୍ୱର ଶିବ ମନ୍ଦିର, ସ୍ଥାନ : କୁଞ୍ଜାମୁରା, ବ୍ଲକ : ନାକଟିଦେଉଳ
(ସମୟ : ଘ.୯.୩୦ମି. (ସକାଳ)

▪️ ବିଶାଳ ରକ୍ତଦାନ ଶିବିର, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ରେଢ଼ାଖୋଲ (ସମୟ : ଘ.୦୯.୩୦ମି. (ସକାଳ)

▪️ ଫଳ ଓ ମିଷ୍ଠIହ୍ନ ବଣ୍ଟନ , ସ୍ଥାନ : ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଧମା, ବ୍ଲକ : ମାନେଶ୍ଵର
(ସମୟ : ଘ.୧୦.୩୦ମି. (ସକାଳ)

▪️ ପ୍ରସାଦ ସେବନ, ସ୍ଥାନ : ଆଇଜାକ୍ ସାନ୍ତ୍ରା ବାଳନିକେତନ ହାତିବାରୀ, ବ୍ଲକ : ଯୁଯୋମୁରା
(ସମୟ : ଘ.୧.୩୦ମି. (ମଧ୍ୟାହ୍ନ)

▪️ ପୂଜା ପାଠ,ସନ୍ଧ୍ୟା ଆଳତୀ , ଜଗନ୍ନାଥ ମନ୍ଦିର, ରେଢ଼ାଖୋଲ
(ସମୟ : ଘ.୬.୩୦ମି. (ସନ୍ଧ୍ୟା)

ଏଣୁ ଉପରୋକ୍ତ ଏହି କାର୍ଯ୍ୟକ୍ରମ ଗୁଡିକ ରେ ବିଜୁ ପ୍ରେମୀ, ବିଜେଡି କର୍ମକର୍ତ୍ତା, କର୍ମୀ, ଶୁଭେଛୁଗଣ ଉପସ୍ଥିତ ପାଇଁ ଆପଣ ମାନଙ୍କୁ ଅନୁରୋଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version