୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ପୁଣି ଜନନୀ ଯନ୍ତ୍ରଣା ତିନି କିଲୋ ମିଟର ଭାର ରେ ଭୂଆ ହେଲେ ପ୍ରସୂତି ମହିଳା । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତ ଗୁବେଲ ଗ୍ରାମରେ।ଗ୍ରାମର ସୁକୁମାରୀ ମଲ୍ଲିକ ନାମକ ଏକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା ।















