No Result
View All Result
0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦ଼ୟଗିରି :-> ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ନୂଆଁ ଲେଙ୍ଗେ ଗ୍ରାମର ନହସେନା ସିଂ ଙ୍କ ପୁତ୍ର କୁନା ସିଂ ୨୦୧୪ ମସିହାରେ ଏକ ନାବାଳିକା କୁ ଅସଦାଚରଣ କରି ଫେରାର ହୋଇଥିଲେ । ଆର. ଉଦୟଗିରି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ରୁ ଗିରଫ କରିଛନ୍ତି ।
ଆର. ଉଦୟଗିରି ଥାନା କେସ ନମ୍ବର ୨୪/୧୪ସହ ଭାରତୀୟ ପିଙ୍ଗଳ ଧାରା ୩୬୬/୩୭୬(୨) (I)(ଏନ ) /୨୯୫/୫୦୬ଆଇପିସି/୦୬ ପୋସ୍କୋ ଧାରା ଅନୁଯାୟୀ ଗିରଫ କରିଥିବା ସ୍ଥାନୀୟ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।
No Result
View All Result