No Result
View All Result
୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଧାମନଗର :-> ଧାମନଗର ବିଧାୟକ ମାନ୍ୟବର ଇଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ କୋଠାର ଛକ ନିକଟରେ କାଉଡିଆଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି ।

ତେବେ ଗତବର୍ଷ ମଧ୍ୟ ଠିକ୍ ଭଦ୍ରକ ଆଖଣ୍ଡଳମଣି ରାସ୍ତା କୋଠାର ଛକରେ କାଉଡ଼ିଆ ଙ୍କ ସେବା କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଢ଼ଂଗରେ କାଉଡ଼ିଆ ସବେ କରିଥିବା ଦେଖିବାକୁ ମିଳିଛି,

କାଉଡ଼ିଆ ମାନଙ୍କ ଗୋଡ଼ ଧୋଇବା ସହ କାଉଡ଼ିଆ ଙ୍କ ପାଦ ମାଲିସ୍ କରି, କାଉଡ଼ିଆ ଙ୍କ ପାଇଁ ପଣା ଓ ଶୁଖିଲା ଖାଦ୍ୟ ପଦାର୍ଥ କରିଛନ୍ତି ମାନ୍ୟବର ଇଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜ ।

No Result
View All Result