୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦିନକୁ ଦିନ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଯାତ୍ରୀକଂ ପାଇଁ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ଜାତୀୟ ରାଜପଥ ର ଦଶପଲ୍ଲା ଠାରୁ ବାଣିଗୋଛା ମଧ୍ୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲାବେଳେ, ଆଜି ବାଣିଗୋଛା ଥାନା ଅନ୍ତର୍ଗତ ତାକୁଡା ଓ କୁଲୁରୁକୁମ୍ପା ମଧ୍ୟସ୍ଥଳ ରେ ,

ଆଜି ଅପରାହ୍ନ ୪ ଟା ସମୟରେ ଏକ କାର୍ ଆମ୍ବଗଛ କୁ ଧକ୍କା ଦେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଡାକ୍ତରଖାନା କୁ ପଠାଇ ଥିବାବେଳେ, ଘଟଣାସ୍ଥଳରେ ବାଣିଗୋଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।