No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ୫୭ ନଂ ଜାତୀୟ ରାଜପଥ କିରିଆ ଲାଞ୍ଜି ନିକଟରେ କାର ସହ କାର ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସୁଚନା ଥାଉକି ଏକ ହୁଣ୍ଡାଇ ସେଣ୍ଟ୍ରୋ କାର ନଂ( ସି ଜି – ୦୪- ବି – ୮୯୯୯)ନୟାଗଡ ପଟୁ ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ

ସୁଫ୍ଟି ଡିଜାୟାର ଗାଡ଼ି ନଂ( ଓଡ଼ି – ୦୨- ସି ଇ – ୨୩୯୩) କିରୀଆ ଲାଞ୍ଜି ନିକଟରେ ମୁଂହା ମୁହିଁ ହେବାରୁ ଉଭୟ ଗାଡ଼ିର ୩ ଜଣ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଜଣାପଡିଛି।

No Result
View All Result